Below header
Browsing Tag

jansatabdi

ଜନଶତାବ୍ଦୀ ଏକ୍ସପ୍ରେସରେ ଲାଗିଲା ନିଆଁ, ୧୫ ମିନିଟ ବିଳମ୍ବରେ ଗଡିଲା ଟ୍ରେନ୍‌

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ବର-ହାଓ୍ଵଡା ଜନଶତାବ୍ଦୀ ଟ୍ରେନରେ ନିଆଁ । ହଠାତ୍ ବଗିରେ ନିଆଁ ଦେଖି ଭୟରେ ଛାନିଆ ହୋଇଗଲେ ଯାତ୍ରୀ। ଫଳରେ ସୋର ଷ୍ଟେସନରେ ୧୫ ମିନିଟ୍ ଅଟକିଲା ଟ୍ରେନ। ଖବର ଅନୁଯାୟୀଟ୍ରେନ୍ ର ଡି-୬ କୋଚରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ଯାଞ୍ଚରେ ଦେଖାଗଲା ଯେ…

୩୫ କିଲୋମିଟର ପଛକୁ ଗଡ଼ିଲା ଜନଶତାବ୍ଦୀ ଏକ୍ସପ୍ରେସ୍‌, ଦେଖନ୍ତୁ ଭିଡିଓ

ଦ୍ରୁତ ଗତିରେ ପଛକୁ ଚାଲିଲା ଟ୍ରେନ୍‌ । ପାଖାପାଖି ୩୫ କିଲୋମିଟର ପଛକୁ ଗଡ଼ିଲା । ଦିଲ୍ଲୀରୁ ଉତ୍ତରାଖଣ୍ଡ ଟନକପୁର ଜିଲ୍ଲାକୁ ଯାଉଥିବା ଜନଶତାବ୍ଦୀ ଏକ୍ସପ୍ରେସ୍‌ ୩୫ କିଲୋମିଟରର ଅଧିକ ଦୂରକୁ ପଛକୁ ଯାଇଥିଲା । ଟ୍ରେନ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଟ୍ରେନ୍‌ଟି ପଛକୁ ଚାଲିଥିବା ସୂଚନା…