Browsing Tag

january

ତୁରନ୍ତ ସାରିଦିଅନ୍ତୁ ବ୍ୟାଙ୍କ କାମ, ଜାନୁଆରୀରେ ୧୫ ଦିନ ବ୍ୟାଙ୍କ ବନ୍ଦ

ଆଉ ଦିନକ ପରେ ନୂଆବର୍ଷ ହୋଇଯିବ । ୨୦୨୪ ସରିବ ୨୦୨୫ ବର୍ଷ ଆରମ୍ଭ ହେବ । ପ୍ରତିମାସ ଭଳି ୨୦୨୫ ଜାନୁଆରୀରେ ମଧ୍ୟ କିଛିଦିନ ବ୍ୟାଙ୍କ ବନ୍ଦ ରହିବ । ଜାନୁଆରୀରେ ୧୫ ଦିନ ବ୍ୟାଙ୍କ ବନ୍ଦ ରହିବ । ଯଦି ଆପଣଙ୍କର ଜରୁରୀ ବ୍ୟାଙ୍କ କାମ ରହିଛି, ତେବେ ଛୁଟି ତାଲିକା ବିଷୟରେ ଜାଣିନେବା ଜରୁରୀ ।…

ନୂଆବର୍ଷ ଯାଏଁ ରାଜ୍ୟରେ ଶୁଖିଲା ପାଗ, ପୁଣି ଜାନୁୟାରୀ ପ୍ରଥମ ସପ୍ତାହରେ ଲଘୁଚାପ

ଭୁବନେଶ୍ୱର : ଏବେ ଶୁଖିଲା, ଜାନୁୟାରୀ ପ୍ରଥମ ସପ୍ତାହରେ ପୁଣି ଏକ ଲଘୁଚାପ । ୨୮ ଓ ୨୯ରେ ଉତ୍ତର ଓ ପଶ୍ଚିମ ଓଡିଶାରେ ପୁଣି ହାଲୁକା ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ସମ୍ଭାବ୍ୟ ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୨୭-୨୮ ତାରିଖ ବେଳକୁ ଉତ୍ତର ପଶ୍ଚିମ ଓଡିଶାରେ ହାଲୁକା ବର୍ଷା…

ଜାନୁଆରୀରେ ଆରମ୍ଭ ହେବ ପକ୍ଷୀ ଗଣନା: ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ

ଭୁବନେଶ୍ୱର : ଆସନ୍ତା ଜାନୁଆରୀରେ ଆରମ୍ଭ ହେବ ପକ୍ଷୀ ଗଣନା । ଚିଲିକା ହ୍ରଦକୁ ଶୀତ ଋତୁରେ ସାଧାରଣତଃ ବିଦେଶାଗତ ପକ୍ଷୀ ଚିଲିକାର ଚାରିପଟେ ଥିବା ଜଳାଶୟ ମାନଙ୍କରେ ଦେଖାଯାଇଥାନ୍ତି । ଏହି ଜଳାଶୟକୁ ନଭେମ୍ବର ସୁଦ୍ଧା ଓଡିଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ସଂଖ୍ୟକ ବିଦେଶାଗତ ପକ୍ଷୀଙ୍କର…

ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ: ମନ୍ତ୍ରୀ କୃଷ୍ଣ ପାତ୍ର

ଭୁବନେଶ୍ୱର : ଜାନୁଆରୀ ପ୍ରଥମ ସପ୍ତାହରୁ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ । ଗହମ ଆସି ଯାଇଛି କିନ୍ତୁ ସରକାରୀ ସ୍ତରରେ କାମ ସରି ନଥିବାରୁ ଦୁଇ ମାସ ବିଳମ୍ୱ ହେବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ପାତ୍ର । କେଉଁ ଜିଲ୍ଲାରୁ କେତେ ହିତାଧିକାରୀଙ୍କ ପାଇଁ…

ଜାନୁଆରୀରେ ୧୬ ଦିନ ବନ୍ଦ ରହିବ ବ୍ୟାଙ୍କ, ବ୍ରାଞ୍ଚ ଯିବା ପୂର୍ବରୁ ଜାଣିରଖନ୍ତୁ ଛୁଟି ଦିନ

ଆଉ କିଛି ସମୟ ମଧ୍ୟରେ ସରିଯିବ ୨୦୨୩ ବର୍ଷ । ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସମସ୍ତେ ଚାହିଁ ରହିଛନ୍ତି । ତେବେ ଜାନୁଆରୀ ୨୦୨୪ରେ ମଧ୍ୟ କିଛିଦିନ ବ୍ୟାଙ୍କ ବନ୍ଦ ରହିବ । ଶନିବାର ଓ ରବିବାର ଛଡା ମଧ୍ୟ କିଛିଦିନ ବ୍ୟାଙ୍କ ବନ୍ଦ ରହିବ । ଆପଣଙ୍କର ଯଦି ବ୍ୟାଙ୍କରେ କୌଣସି ଗୁରୁତ୍ୱପୂର୍ଣ୍ଣ…

ଚଳିତ ଜାନୁଆରୀ ସୁଦ୍ଧା ଜାରି ହୋଇପାରେ PM Kissan Yojanaର ୧୩ ତମ କିସ୍ତି, ଜାଣନ୍ତୁ ପୁରା ଅପଡେଟ

ଚାଷୀଭାଇଙ୍କ ପାଇଁଁ ଖୁସି ଖବର। ସରକାର ଦେଲେ ଖୁସି କରିଦେବା ଭଳି ଖବର। କେନ୍ଦ୍ର ସରକାର ଚାଷୀଙ୍କ ଆର୍ଥିକ ଲାଭ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବା ପିଏମ କିଷାନ ଅଧୀନରେ ସରକାର କୃଷକଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କାର ୩ଟି କିସ୍ତି…

୧ ଜାନୁଆରୀରୁ ବଦଳିଯିବ ଏହିସବୁ ନିୟମ, ବ୍ୟାଙ୍କ ଲକରରେ କିଛି କ୍ଷତି ଘଟିଲେ ଦାୟୀ ରହିବ ସେହି ବ୍ୟାଙ୍କ, ଆପଣ ବି…

ଆସୁଛି ନୂଆବର୍ଷ, ବଦଳିଯିବ ନିୟମ। କଣ ଆପଣ ଏଯାଏଁ ଏହା ସମ୍ପର୍କରେ ଜାଣିଲେଣି କି? ଆସନ୍ତା ନୂଆବର୍ଷ ୨୦୨୩ ଜାନୁଆରୀ ୧ରୁ ବଦଳିଯିବ ଏହିସବୁକ୍ଷେତ୍ରରେ ଲାଗୁହୋଇଥିବା ନିୟମ। ବିଶେଷ କରି ଏହାର ପ୍ରଭାବ ବ୍ୟାଙ୍କ କ୍ଷେତ୍ରରେ ଅଧିକ ମାତ୍ରାରେ ପଡ଼ିବ। ଯେହେତୁ ପ୍ରତ୍ୟେକ ଲୋକ ବ୍ୟାଙ୍କ ସହିତ ଜଡ଼ିତ…

ସତର୍କ ରୁହନ୍ତୁ ଏହି ୪ଟି ରାଶି, ଆଗାମୀ ୧୫ ଦିନରେ ପଡ଼ିବ ଗ୍ରହମାନଙ୍କ ଖରାପ ପ୍ରଭାବ, ସବୁ କାର୍ଯ୍ୟରେ ମିଳିବ ଅସଫଳତା

ଆସନ୍ତା ୧୫ ଦିନ ମଧ୍ୟରେ ହେବାକୁ ଯାଉଛି ଗ୍ରହ ମାନଙ୍କର ବଡ଼ ପରିବର୍ତ୍ତନ ।ଏହି ସ୍ଥିତିରେ ସବୁ ରାଶିଙ୍କ ଭାଗ୍ୟରେ ମଧ୍ୟ ଅନେକ ପରିବର୍ତ୍ତନ ହେବ । ଯାହାର ପ୍ରଭାବ ବ୍ୟକ୍ତିର ଜୀବନ ଉପରେ ସିଧାସଳଖ ପଡ଼ିବ । କିନ୍ତୁ ୪ଟି ରାଶିଉପରେ ଏହାର ଖରାପ ପ୍ରଭାବ ପଡ଼ିବ । ଆସନ୍ତା ୧୫ ଦିନରେ ଗ୍ରହ ରାଜା…