Browsing Tag

japan pm

ଜାପାନ ପ୍ରଧାନମନ୍ତ୍ରୀ ଗୁପ୍‌ଚୁପ୍‌ ଖାଇଲେ, ଲସି ଓ ଆମ୍ବ ପଣା ପିଇଲେ ଆଉ କହିଲେ ଓ୍ଵାଃ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ଭାରତର ଚଟ୍‌ପଟା ଖାଦ୍ୟର ମଜା ନେଲେ ଜାପାନ ପ୍ରଧାନମନ୍ତ୍ରୀ । ଏବେ ଭାରତ ଗସ୍ତରେ ଆସିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ ବୁଦ୍ଧ ଜୟନ୍ତୀ ପାର୍କକୁ ଯାଇଥିଲେ । ସେଠାରେ ଗୁପ୍‌ଚୁପ୍‌, ଲସି ଓ ଆମ୍ବପଣା ପିଇଥିଲେ । ଆଉ…

ଗୁଳିମାଡରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ମୃତ, ଆଧିକାରୀକ ସୂତ୍ରରୁ ମିଳିଲା ସୂଚନା

ଗୁଳିମାଡରେ ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ମୃତ । ନାରା ସହରରେ ଭାଷଣ ଦେବା ବେଳେ ତାଙ୍କ ଛାତିରେ ଗୁଳିମାଡ ହୋଇଥିବା ନେଇ ସୂଚନା ମିଳିଛି । ନିର୍ବାଚନ ପ୍ରଚାର ନେଇ ଏକ ସଭାରେ ଭାଷଣ ଦେବା ବେଳେ ତାଙ୍କ ଉପରେ ଦୁଇ ରାଉଣ୍ଡ ଗୁଳିମାଡ ହୋଇଥିଲା । ଆଜି ସକାଳ ସମୟରେ ଏହି ଘଟଣା…