ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମାମଲା, ଆରଏସଏସକୁ ତାଲିବାନ ସହିତ କରିଥିଲେ ତୁଳନା
ଆରଏସଏସ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ବଲିଉଡର ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ବିରୋଧରେ ମୁମ୍ବାଇ ପୋଲିସ ମାମଲା ରୁଜୁ କରିଛି। ଏହି ମାମଲା ସ୍ଥାନୀୟ ଓକିଲ ସନ୍ତୋଷ ଦୁବେଙ୍କ ଅଭିଯୋଗ ଆଧାରରେ ରୁଜୁ କରାଯାଇଛି। ଅଭିଯୋଗ ମୁତାବକ, ଜାଭେଦ ଅଖତର ଆରଏସଏସକୁ ତାଲିବାନ ସହିତ ତୁଳନା କରିଥିଲେ।…