Below header
Browsing Tag

jawan died

ଯବାନଙ୍କ ଅସ୍ୱାଭାବିକ ମୃତ୍ୟୁ, ଶବ ଆଣିବା ସମୟରେ ଆମ୍ବୁଲାନ୍ସକୁ ଅଟକ ରଖିଲେ ଉତ୍ତ୍ୟକ୍ତ ଗ୍ରାମବାସୀ

ପଟ୍ଟାମୁଣ୍ଡାଇ (କେନ୍ୟୁଜ): ପଟ୍ଟାମୁଣ୍ଡାଇ ବ୍ଲକ ଅରଡ଼ପଲି ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଖଦଃ ଓ ଅଭାବନୀୟ ଘଟଣା। ଏହି ଗ୍ରାମର ଜଣେ ଯବାନ ମିହିର ରଞ୍ଜନ ପଣ୍ଡାଙ୍କ ଅସ୍ୱାଭାବିକ ଭାବେ ମୃତ୍ୟୁକୁ ନେଇ ଏବେ ଗାଁ ରେ ଦେଖିବାକୁ ମିଳିଛି ଉତ୍ତେଜନା। ତେବେ ମିହିର ଗତ ୨୫ ତାରିଖରେ ନିଜ ଶଶୁର…