ଶାଶୂଙ୍କ ମୁହଁରୁ ଏପରି କଥା ଶୁଣି କାନ୍ଦକୁ ରୋକି ପାରିଲେନି ଐଶ୍ଵର୍ଯ୍ୟା, ସ୍ୱାମୀଙ୍କ ପାଖରେ ବସି କେମିତି କାନ୍ଦିଲେ…
ବଲିଉଡର ସବୁଠାରୁ ପପୁଲାର ଯୋଡି ଭିତରୁ ଅନ୍ୟତମ ହେଉଛି ଐଶ୍ଵର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡି। ବହୁତ ସମୟରେ ସେଲିବ୍ରିଟୀ ମାନଙ୍କର ପର୍ସନାଲ ଲାଇଫକୁ ନେଇ ବହୁତ କଥା ଉଠେ। ଏମିତିକି ଇଣ୍ଟରନେଟରେ ବି ଖବର ଭାଇରାଲ ହୁଏ। ଏମିତି ହିଁ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି।…