ଶାଶୂଙ୍କ ମୁହଁରୁ ଏପରି କଥା ଶୁଣି କାନ୍ଦକୁ ରୋକି ପାରିଲେନି ଐଶ୍ଵର୍ଯ୍ୟା, ସ୍ୱାମୀଙ୍କ ପାଖରେ ବସି କେମିତି କାନ୍ଦିଲେ ଦେଖନ୍ତୁ

ବଲିଉଡର ସବୁଠାରୁ ପପୁଲାର ଯୋଡି ଭିତରୁ ଅନ୍ୟତମ ହେଉଛି ଐଶ୍ଵର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଯୋଡି। ବହୁତ ସମୟରେ ସେଲିବ୍ରିଟୀ ମାନଙ୍କର ପର୍ସନାଲ ଲାଇଫକୁ ନେଇ ବହୁତ କଥା ଉଠେ। ଏମିତିକି ଇଣ୍ଟରନେଟରେ ବି ଖବର ଭାଇରାଲ ହୁଏ। ଏମିତି ହିଁ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଐଶ୍ଵର୍ଯ୍ୟା ରାୟ ଶାଶୂ ଜୟା ବଚ୍ଚନଙ୍କର ବହୁତ ନିକଟତର। ଜୟା ବଚ୍ଚନ ସବୁବେଳେ ନିଜ ବୋହୂର ପ୍ରଶଂସା କରୁଥିବାର ନଜର ଆସନ୍ତି।

jayaତେବେ ଏବେ ସୋସିଆଲ ମିଡିଆରେ ଏକ ପୁରୁଣା ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଆପଣ ଦେଖିପାରିବେ ଯେ ଷ୍ଟେଜରେ ଐଶ୍ଵର୍ଯ୍ୟା ରାୟଙ୍କୁ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି। ତେବେ ସବୁଠାରୁ ଖାସ୍ କଥା ହେଉଛି ଶାଶୂଙ୍କ ମୁହଁରୁ ପ୍ରଶଂସା ଶୁଣି ଐଶ୍ଵର୍ଯ୍ୟା ରାୟ ଇମୋସନାଲ ହୋଇଯାଉଛନ୍ତି ଏବଂ ଆଖିରୁ ଲୁହ ବି ବାହାରି ପଡିଲା।

ଐଶ୍ଵର୍ଯ୍ୟା ରାୟ ଏବଂ ଜୟା ବଚ୍ଚନଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏହି ଭିଡିଓ ୨୦୦୭ ମସିହାର ଫିଲ୍ମଫେୟାର ଆଓ୍ଵାଡର୍ସର ଅଟେ। ତେବେ ଏହି ଭିଡିଓକୁ ଦେଖି ଲୋକମାନେ ଖୁବ୍ ପସନ୍ଦ କରୁଛନ୍ତି।

 

View this post on Instagram

 

A post shared by Aishwarya Rai (@lovely_aishwarya)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.