Below header

ଟ୍ରାଫିକରେ ପୋଲିସକର୍ମୀଙ୍କୁ ଏପରି ଚକମା ଦେଲେ ଯୁବତୀ, ଦେଖିଲେ ଆପଣ ବି କାମୁଡି ପକାଇବେ ଜିଭ

ରାସ୍ତାରେ ଗାଡି ଚଲାଉଥିବା ଲୋକ ଯେତେବେଳେ ଟ୍ରାଫିକ ଉଲଂଘନ କରନ୍ତି ସେତେବେଳେ ଟ୍ରାଫିକ ପୋଲିସକର୍ମୀଙ୍କ ଦ୍ୱାରା ଚାଲାଣ କଟା ଯିବାର ଦୃଶୃ ଆପଣ ଦେଖିଥିବେ। କିନ୍ତୁ ଏହାରି ଭିତରେ ଏମିତି ଏକ ଘଟଣା ଏବେ ଖୁବ୍‌ ଭାଇରାଲ ହେଉଛି ଯାହାକୁ ପୋଲିସକର୍ମୀଙ୍କ ପାଇଁ ବଡ ମୁଣ୍ଡ ବ୍ୟଥାର କାରଣ ପାଲଟିଛି।

କେବଳ ଏତିକି ନୁହେଁ ବାହନ ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପୋଲିସ ବାବୁଙ୍କ ଜୀବନ ପ୍ରତି ବିପଦ ବି ଆସିଯାଇଛି। ଏମିତି ହିଁ ଏକ ଆଶ୍ଚର୍ଯ୍ୟକର ଘଟଣା ଟ୍ରାଫିକ ପୋଲିସକର୍ମୀଙ୍କ ସହ ଘଟିଛି। ଯେତେବେଳେ ସେ ଜଣେ ସ୍କୁଟି ଚଲାଉଥିବା ଯୁବତୀଙ୍କୁ ଅଟକାଉଥିଲେ। ଯାହାପରେ ଦୁମ୍‌ ହେଇ ତଳେ ପଡିଗଲେ ପୋଲିସକର୍ମୀ।

ଏଥିରେ ଆପଣ ଦେଖିପାରୁଥିବେ ଯେ ଯୁବତୀ ଜଣଙ୍କ ସ୍କୁଟି ଚଲାଇ ଯାଉଛନ୍ତି। ତାଙ୍କୁ ଟ୍ରାଫିକ କର୍ମଚାରୀ ଅଟକାଉଛନ୍ତି କିନ୍ତୁ ଯୁବତୀ ଜଣଙ୍କ ଏକଦମ୍‌ ସାହସିକତାର ସହିତ ପୋଲିସଙ୍କ ନାକ ଆଗରେ ଗାଡି ଚଲାଇ ପଳାଇଲେ। ପୋଲିସ ଚେକିଙ୍ଗକୁ ଖାତିର ନକରି ଏକଦମ୍‌ ସାହସିକତାର ସହ ଚାଲିଲେ।

ଆଉ ଆପଣ ଦେଖିପାରୁଥିବେ ଯେ ସ୍କୁଟି ଚଳାଉଥିବା ଯୁବତୀଙ୍କୁ ଅନ୍ୟଜଣେ ପୋଲିସ ଅଟକାଇବାକୁ ଚେଷ୍ଟା କଲେ କିନ୍ତୁ ଯୁବତୀ ଜଣଙ୍କ ଏପରି ଚକମା ଦେଲେ ଯେ ପୋଲିସକର୍ମୀ ଜଣଙ୍କ ଦୁମ୍‌ ହେଇ ତଳେ ପଡିଗଲେ। ଦେଖନ୍ତୁ ଭିଡିଓ କେମିତି ଯୁବତୀ ବଡ ଆରାମରେ ପୋଲିସକୁ ଚକମା ଦେଉଛନ୍ତି।

 

View this post on Instagram

 

A post shared by black_lover__ox (@black_lover__ox)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.