Browsing Tag

je in vigilance net

ଭିଜିଲାନ୍ସ ହାତରେ ଆର ଆଣ୍ଡ ବି ଜେଇ: ବିଲ୍‌ ପାସ୍‌ କରାଇଦେବାକୁ କହି ଠିକାଦାରଙ୍କ ଠାରୁ ନେଉଥିଲେ ୧୫ ହଜାର ଲାଞ୍ଚ

କଟକ(କେନ୍ଯୁଜ୍): ଭିଜିଲାନ୍ସ ଜାଲରେ ଜେଇ । ଆର ଆଣ୍ଡ ବି ଜେଇ ଭାବେ କାର୍ଯ୍ୟରତ ଧୃବାନନ୍ଦ ରାଉତ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। କଟକ ବଡ ମେଡିକାଲରେ ଏକ କାର୍ଯ୍ୟର ବିଲ ପାସ୍‌ କରାଇଦେବାକୁ କହି ଜଣେ ଠିକାଦାରଙ୍କ ଠାରୁ ୧୫ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ…

ଭିଜିଲାନ୍ସ ଜାଲରେ ବଲାଙ୍ଗିର ଦେଓଗାଁ ବ୍ଲକ୍ ଜେଇ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାଲିଛି ରେଡ୍

ବଲାଙ୍ଗିର: ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର ଜେଇ ଗିରିଶ ପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ରେଡ୍‌ କରୁଛି ବଲାଙ୍ଗିର ଭିଜିଲାନ୍ସ । ରାଜେନ୍ଦ୍ର କଲେଜ ନିକଟ ଲେକଚର୍ସ କଲୋନୀ ସ୍ଥିତ ଘରେ ଚଡାଉ କରାଯାଉଛି। ବଲାଙ୍ଗିର…