Below header
Browsing Tag

JEE advanced

ଆଜି ଜେଇଇ ଆଡଭାନ୍ସ , ରାଜ୍ୟରେ ୭ ହଜାରରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ଭୁବନେଶ୍ୱର(କେନ୍ଯୁଜ୍): ଆଜି ଜେଇଇ ଆଡଭାନ୍ସ ପରୀକ୍ଷା । ଦୁଇଟି ସିଟିଂରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ପ୍ରଥମ ସିଟିଂ ସକାଳ ୯ଟାରୁ ୧୨ଟା ଏବଂ ଦ୍ଵିତୀୟ ସିଟିଂ ଅପରାହ୍ନ ସାଢେ ୨ଟାରୁ ସାଢେ ୫ଟା । ଦେଶର ୭ ଶହରୁ ଅଧିକ ପରୀକ୍ଷା କେନ୍ଦ୍ରରେ ହେବାକୁ ଯାଉଛି ଏହି ପରୀକ୍ଷା । ଜେଇଇ ମେନ୍‌ରେ…

ଜେଇଇ ଆଡଭାନ୍ସ ପରୀକ୍ଷା ସ୍ଥଗିତ, କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏନଟିଏ ନେଲା ନିଷ୍ପତ୍ତି

କେନ୍ଯୁଜ୍: ଜେଇଇ ଆଡଭାନ୍ସ ପରୀକ୍ଷା ସ୍ଥଗିତ । କରୋନା ସଂକ୍ରମଣକୁ ଦୃଷ୍ଟିରେ ପରୀକ୍ଷା ସ୍ଥଗିତ କଲା ଏନଟିଏ । ଜୁଲାଇ ୩ରେ ଜେଇଇ ଆଡଭାନ୍ସ ପରୀକ୍ଷା ହେବାର ଥିଲା। କିନ୍ତୁ ଏପର୍ଯ୍ୟନ୍ତ ଜେଇଇ ମେନ୍‌ ପରୀକ୍ଷା ଠିକ୍‌ ଭାବେ ହୋଇପାରିନାହିଁ। ବର୍ତ୍ତମାନ ସୁଦ୍ଧା ଜେଇଇ ମେନ୍‌ର ୪ଟି…

ଜୁଲାଇ ୩ରେ ହେବ JEE ଆଡଭାନ୍ସ, ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତା ଜୁଲାଇ ୩ରେ ହେବ JEE ଆଡଭାନ୍ସ,, ପରୀକ୍ଷା ପରିଚାଳନା କରିବ IIT ଖଡ଼ଗପୁର। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଏହା ସହିତ ଚଳିତ ବର୍ଷ JEE ଆଡ୍‌ଭାନ୍‌ସଡ ପାଇଁ ୭୫% ମାନଦଣ୍ଡ ହଟିଥିବାର  ସୂଚନା ମିଳିଛି।

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ: ଆଇଆଇଟି ବମ୍ବେ ଜୋନ୍‌ର ଚିରାଗ ଫଲୋର ଓ ଆଇଆଇଟି ଋଡକୀ ଜୋନ୍‌ର କନିଷ୍କା…

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ପରୀକ୍ଷା ଫଳ । ୪୩ ହଜାର ୨୦୪ ଜଣ ପାସ୍‌ କରିଛନ୍ତି । ଆଇଆଇଟି ବମ୍ବେ ଜୋନ୍‌ର ଚିରାଗ ଫଲୋର ଓ ଆଇଆଇଟି ଋଡକୀ ଜୋନ୍‌ର କନିଷ୍କା ମିତ୍ତଲ ଟପ୍ପର ହୋଇଛନ୍ତି । ଚିରାଗ ୩୯୬ରୁ ୩୫୨ ନମ୍ବର ରଖିଥିବା ବେଳେ କନିଷ୍କା ୩୯୬ରୁ ୩୧୫ ନମ୍ବର ରଖିଛନ୍ତି ।…