JEE Mains ପରୀକ୍ଷାର ରେଜଲ୍ଟ ଆଉଟ୍, ଏମିତି ଚେକ୍ କରନ୍ତୁ ୱେବସାଇଟ
ନ୍ୟାସନାଲ ଟେଷ୍ଟିଙ୍ଗ ଏଜେନ୍ସି (ଏନଟିଏ) ପକ୍ଷରୁ ଜେଇଇ ମେନ୍ସ ପରୀକ୍ଷାର ରେଜଲ୍ଟ ଜାରି କରାଯାଇଛି । ଯେଉଁ ପ୍ରାର୍ଥୀମାନେ ଜେଇଇ ମେନ୍ସ ୨୦୨୪ର ସେସନ-୧ରେ ସାମିଲ ହୋଇଥିଲେ ସେମାନେ ଏନଟିଏ ଜେଇଇ ମେନ୍ସର ଅଫିସିଆଲ ୱେବସାଇଟ https://jeemain.nta.ac.in/କୁ ନିଜ ନିଜର ରେଜଲ୍ଟ ଚେକ୍…