ଜିଏସ୍ଟି ଚଢ଼ାଉ ପରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ ଘଟଣା: ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ
ଜୟପୁର : ଆଜି ଜୟପୁର ବନ୍ଦ । GST ବିଭାଗର କାର୍ଯ୍ୟାନୁଷ୍ଠାନ ବିରୋଧରେ ଏହି ବନ୍ଦ ଡାକରା ଦେଇଛି ଚାମ୍ବର ଅଫ କମର୍ସ । ଜୟପୁର ସହରରେ ସୁନା ବ୍ୟବସାୟୀ ପି. ହରିପ୍ରସାଦଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବାର ଘଣ୍ଟିଆ ବନ୍ଦ ଡାକରା ଦେଇଛି ଚାମ୍ବର ଅଫ କମର୍ସ । …