Browsing Tag

jhili won gold medal

ଦକ୍ଷିଣ ଏସୀୟ କ୍ରୀଡ଼ାରେ ଓଡ଼ିଶାର ଝିଲିଙ୍କୁ ମିଳିଲା ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର (କେ ନ୍ୟୁଜ୍‌) : ନେପାଳର କାଠମାଣ୍ଡୁରେ ଚାଲିଥିବା ଦକ୍ଷିଣ ଏସୀୟ କ୍ରୀଡ଼ାରେ ଓଡ଼ିଶାର ଝିଲି ଦଳବେହେରା ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ରେଳବାଇ ତରଫରୁ ପ୍ରତିନିଧିତ୍ୱ କରୁଥିବା ଝିଲି ମହିଳା ଭାରୋତ୍ତୋଳନର ୪୫ କେଜିରୁ କମ୍‌ ବର୍ଗରେ ପ୍ରଥମ ହୋଇ ଏହି ସଫଳତା ଅର୍ଜନ କରିଛନ୍ତି । ଝିଲି…