ବଚସା ହେଲା କାଳ: ସାଙ୍ଗର ମୁଣ୍ଡକୁ ହାତୁଡ଼ିରେ ପିଟି ପିଟି ହତ୍ୟା କଲା ସାଙ୍ଗ
ଯୋଡ଼ା : ସାଙ୍ଗ ନେଲା ସାଙ୍ଗର ଜୀବନ ! । ଯୋଡ଼ା ପୌରାଞ୍ଚଳ ୱାର୍ଡ ନଂ-୬ ଵାଚୁ ହଟିଂରେ ହତ୍ୟାକାଣ୍ଡ ଘଟିଛି । ସାଙ୍ଗର ମୁଣ୍ଡକୁ ହାତୁଡ଼ିରେ ପିଟି ପିଟି କଲା ହତ୍ୟା । ମୃତକ ହେଲେ ଭାଗବତ ବେଶ୍ରା । ଅଭିଯୁକ୍ତ ଦୁର୍ଗା ନାଏକ ଫେରାର ଥିବା ସୂଚନା ମିଳିଛି । ହତ୍ୟା ପଛର କାରଣ ଅସ୍ପଷ୍ଟ…