Browsing Tag

joranda saint

ଢ଼େଙ୍କାନାଳ ଯୋରନ୍ଦା ମହିମା ପୀଠରେ ୧୪୪ ଧାରା ଜାରି, ଚାଲିଛି ଉଚ୍ଛେଦ ପ୍ରକ୍ରିୟା

ଢ଼େଙ୍କାନାଳ(କେନ୍ୟୁଜ୍): ଢ଼େଙ୍କାନାଳ, ଯୋରନ୍ଦା ମହିମା ପୀଠ ରେ ୧୪୪ ଧାରା ଜାରି। ଗାଦି ମନ୍ଦିର ତୃତୀୟ ବେଢା ମଧ୍ୟରୁ କୌପୁନି ସମାଜଙ୍କ ବତୀ ମନ୍ଦିର, ଟୁଙ୍ଗି, ଧୂନି ମନ୍ଦିର, ଭେକ ମନ୍ଦିର ଉଚ୍ଛେଦ ପ୍ରକ୍ରିୟା ଜାରି । ଘଟଣା ସ୍ଥଳରେ ୪ ପ୍ଲାଟନ ଫୋର୍ସ ମୁତୟନ।ଆଜି ସକାଳ ୧୦ ଘଟିକା ସମୟରେ…

ଯୋରନ୍ଦା ଗାଦିର ସଭାପତି ବ୍ରହ୍ମ ଅବଦୁତ ପବିତ୍ର ମୋହନ ବାବାଙ୍କ ୮୫ ବର୍ଷ ବୟସରେ ପରଲୋକ

ଆଠଗଡ(କେ ନ୍ୟୁଜ): ପ୍ରସିଦ୍ଧ ଯୋରନ୍ଦା ଗାଦିର ସଭାପତି ବ୍ରହ୍ମ ଅବଦୁତ ପବିତ୍ର ମୋହନ ବାବାଙ୍କ ୮୫ ବର୍ଷ ବୟସରେ ଯୋବ୍ରା ସ୍ଥିତ ଆଶ୍ରମରେ ଦେହତ୍ୟାଗ କରିଛନ୍ତି । ସେ କିଛି ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଗତକାଲି ସଂଧ୍ୟାରେ କଟକ ଯୋବ୍ରା ନିକଟରେ ମହିମା ଆଶ୍ରମ ପରିସରରେ…

ଯୋରନ୍ଦା ମେଳା ପାଇଁ କରୋନା କଟକଣା: କୋଭିଡ୍‌ ନେଗେଟିଭ୍‌ ଥିବା କେବଳ ଢେଙ୍କାନାଳ ଜିଲ୍ଲାର ସାଧୁସନ୍ଥଙ୍କୁ ମିଳିବ…

ଢେଙ୍କାନାଳ: କରୋନା ସଂକ୍ରମଣ ବଢିବା ଆଶଙ୍କାରେ ଢେଙ୍କାନାଳ ଯୋରନ୍ଦା ମେଳା ପାଇଁ କଟକଣା । ଯୋରନ୍ଦା ମେଳାକୁ କେବଳ କୋଭିଡ୍‌ ନେଗେଟିଭ୍‌ ଥିବା ଢେଙ୍କାନାଳ ଜିଲ୍ଲାର ସାଧୁସନ୍ଥଙ୍କୁ ଅନୁମତି ମିଳିବ । ସାଧାରଣ ଲୋକ, ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଥିବା ସାଧୁସନ୍ଥଙ୍କୁ ବାରଣ କରାଯାଇଛି ।…

ଯୋରନ୍ଦା ମହିମା ଗାଦି ସାଧୁସନ୍ଥଙ୍କୁ ସହାୟତାର ହାତ ବଢାଇଲା କିଟ୍‌ ଓ କିସ୍‌

କେନ୍ୟୁଜ ବ୍ୟୁରୋ: କରୋନା ଓ ଲକ୍‌ଡାଉନ୍‌ରେ ପ୍ରଭାବିତ ହୋଇଛନ୍ତି ଯୋରନ୍ଦା ମହିମା ଗାଦିର ସାଧୁସନ୍ଥ । ଗ୍ରୀଷ୍ମକାଳରେ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କଠାରୁ ଯାହା ଦାନ ଗ୍ରହଣ କରନ୍ତି ସେଥିରେ ବର୍ଷାଋତୁରେ ସେମାନେ ଚଳି ଥାଆନ୍ତି । ଏବେ ତାଲାବନ୍ଦ ଯୋଗୁ ସେମାନେ ବାହାରକୁ ଯାଇ ପାରି…