Browsing Tag

journalists in corona fight

କରୋନା ଲଢ଼େଇରେ ପ୍ରଶାସନ ଓ ଜନସାଧାରଣଙ୍କ ଭିତରେ ସମ୍ପର୍କର ସେତୁ ପାଲଟିଥିବା ସାମ୍ବାଦିକ କଣ ଖାଲି ଧନ୍ୟବାଦର ପାତ୍ର ?

କରୋନା ସହ ଲଢ଼େଇ କରୁଛି ସାରା ବିଶ୍ୱ । ହେଲେ କିଏ ଘରେ ରହି ଲଢୁଛି ତ ଆଉ କିଏ ବାହାରେ । ଅବଶ୍ୟ ଯେଉଁମାନେ ବାହାରେ ଲଢ଼ୁଛନ୍ତି ସେମାନେ ସମ୍ମୁଖ ଯୋଦ୍ଧା ଭାବେ ପରିଗଣିତ ହେଉଛନ୍ତି । ପ୍ରଥମରେ ଅଛନ୍ତି ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ । ଏମାନଙ୍କ ବାଦ୍‌ ପୋଲିସ୍‌, ପ୍ରାଶସନ, ସଫେଇ କର୍ମଚାରୀ,…