Browsing Tag

judicial custody

ସିବିଆଇ ମାମଲା: କେଜ୍ରିୱାଲଙ୍କୁ ପୁଣି କୋର୍ଟରୁ ଝଟ୍‌କା, ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବଢ଼ିଲା ନ୍ୟାୟିକ ହେପାଜତ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି କୋର୍ଟରୁ ଝଟ୍‌କା ଲାଗିଛି । ସିବିଆଇ ମାମଲାରେ ତାଙ୍କ ନ୍ୟାୟିକ ହେପାଜତକୁ ପୁଣିଥରେ ବଢ଼ାଇ ଦିଆଯାଇଛି । ରାଉସ୍‌ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ସେପଟେ…

ୱାକଫ ବୋର୍ଡରେ ଦୁର୍ନୀତି: ୧୪ ଦିନିଆ ନ୍ୟାୟିକ ହେପାଜତରେ ଗଲେ ଆପ୍‌ ବିଧାୟକ ଅମାନତୁଲ୍ଲାହ ଖାନ

ଦିଲ୍ଲୀର ଏକ କୋର୍ଟ ଆମ୍ ଆଦମୀ ପାର୍ଟି (ଏଏପି)ର ବିଧାୟକ ଅମାନତୁଲ୍ଲାହ ଖାନଙ୍କୁ ସୋମବାର ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି । ସେ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ । ଏହାପୂର୍ବରୁ ଇଡି ଅର୍ଥ ହେରଫେର ସମ୍ଵନ୍ଧିତ ଦୁର୍ନୀତି ମାମଲାରେ ଅମାନତୁଲ୍ଲାହଙ୍କୁ ୧୪…

ଦିଲ୍ଲୀ ମଦ ଦୁର୍ନୀତି: ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ବଢ଼ିଲା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ପୁଣି ବଢ଼ିଲା । କୋର୍ଟ ତାଙ୍କ ହେପାଜତକୁ ସେପ୍ଟେମ୍ବର ୩ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କେଜ୍ରିୱାଲ ତିହାର ଜେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର…

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟ୍‌କା, ଅଗଷ୍ଟ ୨୭ ପର୍ଯ୍ୟନ୍ତ ବଢ଼ିଲା ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି କୋର୍ଟରୁ ଝଟ୍‌କା ମିଳିଛି । ସିବିଆଇ ଦ୍ୱାରା ପଞ୍ଜିକୃତ ଦୁର୍ନୀତି ମାମଲାରେ ମଙ୍ଗଳବାର ଦିଲ୍ଲୀର ଏକ କୋର୍ଟ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଅଗଷ୍ଟ ୨୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।…

ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନ୍ୟାୟିକ ହେପାଜତ ଅଗଷ୍ଟ ୨୦କୁ ବୃଦ୍ଧି

ମଦ ଦୁର୍ନୀତି ସହ ଜଡ଼ିତ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟ୍‌କା ମିଳିଛି । ଦିଲ୍ଲୀର ରାଉସ୍‌ ଆଭେନ୍ୟୁ କୋର୍ଟ ସିଏମ୍‌ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ଅଗଷ୍ଟ ୨୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ତାଙ୍କୁ ତିହାର ଜେଲରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ…

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିଏମ୍‌ କେଜ୍ରିଓ୍ଵାଲଙ୍କୁ ମିଳିଲାନି ଆଶ୍ୱସ୍ତି, ଅଗଷ୍ଟ ୮ ଯାଏ ବଢ଼ିଲା ନ୍ୟାୟିକ…

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରୁ ପୁଣିଥରେ ଝଟ୍‌କା ମିଳିଛି । ସିଏମ୍‌ କେଜ୍ରିଓ୍ଵାଲଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ ସିବିଆଇ କୋର୍ଟରେ ହାଜର କରିଥିଲା । ଏହି ମାମଲାରେ ଶୁଣାଣି ହୋଇ ରାଉସ୍ ଆଭେନ୍ୟୁ କୋର୍ଟ…

ଦିଲ୍ଲୀ ମଦ ଦୁର୍ନୀତି: କୋର୍ଟରୁ ନିରାଶ ହେଲେ ମନୀଷ ସିସୋଦିଆ, ଜୁଲାଇ ୨୬ ଯାଏ ବଢ଼ିଲା ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବତନ ଡେପୁଟି ସିଏମ୍‌ ମନୀଷ ସିସୋଦିଆଙ୍କୁ ପୁଣିଥରେ କୋର୍ଟରୁ ନିରାଶ ହେବାକୁ ପଡ଼ିିଛି । ଏହି ଦୁର୍ନୀତି ସହ ଜଡିତ ସିବିଆଇ ମାମଲାରେ ରାଉସ୍ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଜୁଲାଇ ୨୬ ପର୍ଯ୍ୟନ୍ତ ବଢ଼ାଇଛନ୍ତି । ମନୀଷ ସିସୋଦିଆଙ୍କୁ…

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଲାଗିଲା ଝଟକା, ୩ ଜୁଲାଇ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ

ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ନ୍ୟାୟିକ ହେପାଜତକୁ ୩ ଜୁଲାଇ ପର୍ଯ୍ୟନ୍ତ ବଢାଇଛନ୍ତି । କେବଳ କେଜ୍ରିଓ୍ଵାଲ ନୁହେଁ ଅବକାରୀ ନୀତି ମାମଲାରେ ଅଭିଯୁକ୍ତ ବିନୋଦ ଚୌହ୍ଵାନଙ୍କ ନ୍ୟାୟିକ ହେପାଜତକୁ ମଧ୍ୟ ବଢାଇଛନ୍ତି । ଦିଲ୍ଲୀ ଅବକାରୀ ନୀତି…

ଦିଲ୍ଲୀ ମଦ ଦୁର୍ନୀତି ମାମଲା : ମନୀଷ ସିସୋଦିଆଙ୍କୁ ଝଟକା, ୨୩ ଏପ୍ରିଲ ଯାଏଁ ବଢିଲା ନ୍ୟାୟିକ ହେପାଜତ

ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜଡିତ ମନି ଲଣ୍ଡ୍ରିଂ ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଝଟକା ଲାଗିଛି । ରାଉସ ଆଭେନ୍ୟୁ କୋର୍ଟ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ୨୬ ଏପ୍ରିଲ ପର୍ଯ୍ୟନ୍ତ ବଢାଇଛନ୍ତି । ରାଉସ ଆଭେନ୍ୟୁ କୋର୍ଟ ମାମଲାର ଆଗାମୀ ଶୁଣାଣି ୨୬ ଏପ୍ରିଲ…

ତିହାର ଜେଲରେ ହୋଲି ପାଳିବେ ସିସୋଦିଆ, ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଲେ କୋର୍ଟ

ମଦନୀତି ଘୋଟାଲା ମାମଲାରେ ମାର୍ଚ୍ଚ ୨୦ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ରାଉସ୍ ଆଭେନ୍ୟୁ କୋର୍ଟ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ୧୪ ଦିନ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରହିବେ…

ଜେଲ ଗଲେ କମେଡି କୁଇନ୍‌ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ, ୧୪ ଦିନ ଯାଏଁ ରହିବେ ବିଚାର ବିଭାଗୀୟ ହାଜତରେ

ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ ଓ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କୁ ଡ୍ରଗ୍ସ ମାମଲାରେ ମୁମ୍ବାଇ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଉଭୟେ ୪ ଡିସେମ୍ବର ଯାଏଁ କଷ୍ଟଡିରେ ରହିବେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ…