Below header
Browsing Tag

junagarh

କଳାହାଣ୍ଡିରେ ଟ୍ରିପଲ ମର୍ଡର, ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡିରେ ଚାଞ୍ଚଲ୍ୟ। କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ଶଙ୍କରପଲା ଗାଁରେ ଟ୍ରିପଲ୍ ମର୍ଡର ହୋଇଛି । ମା ସହ ଦୁଇ ବର୍ଷର ଶିଶୁ ଓ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ବେଳେ କିଏ ଏବଂ କାହିଁକି ଘଟାଇଛି ଏଭଳି ହତ୍ୟା କାଣ୍ଡ ଜଣାପଡିନାହିଁ । ଜୁନାଗଡ଼…

କଳାହାଣ୍ଡି: ଯୁବତୀ ଗଣଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ଲଳିନ୍ଦ୍ର ଶବର ଗିରଫ

କଳାହାଣ୍ଡି(କେନ୍ୟୁଜ୍) : ଜାରିଂ ଜଙ୍ଗଲରେ ଯୁବତୀ ଗଣଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଡ୍ରାଇଭର ଲଳିନ୍ଦ୍ର ଶବର ଗିରଫ । ଲଳିନ୍ଦ୍ର ଶବରକୁ ଗିରଫ କରିଛି ଜୁନାଗଡ଼ ପୋଲିସ । ପୀଡ଼ିତାଙ୍କ ସାନି ବୟାନ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଗିରଫ ପରେ JMFC କୋର୍ଟ ଚାଲାଣ…

ଜୁନାଗଡ଼: ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ନୂଆମୋଡ଼, ମୁଖ୍ୟ ଖଳନାୟକ ବସ୍‌ ଡ୍ରାଇଭର

କଳାହାଣ୍ଡି(କେନ୍ୟୁଜ୍): ଜୁନାଗଡ଼ ଥାନା ଜାରିଂରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ମାମଲାରେ ନୂଆମୋଡ଼। ବସ୍‌ ଡ୍ରାଇଭର ଲଳିତେନ୍ଦ୍ର ଶବର ହିଁ ମୁଖ୍ୟ ଖଳନାୟକ ବୋଲି କହିଛନ୍ତି ପୀଡିତା। ଏନେଇ ପୀଡ଼ିତା ଏକ ୱେବ ଚ୍ୟାନେଲକୁ ସୂଚନା ଦେଇଛନ୍ତି। ଏ ସଂପର୍କିତ ଭିଡିଓ ସୋସିଆଲ ମିଡିଆରେ…

ଜୁନାଗଡ଼ ଥାନା ଜରିଂରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାର ପର୍ଦ୍ଦାଫାସ, ୭ ଗିରଫ

କଳାହାଣ୍ଡି(କେନ୍ୟୁଜ୍):ଜୁନାଗଡ଼ ଥାନା ଜରିଂରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଓ ଭିଡିଓ ଭାଇରାଲ ଘଟଣାରେ ପର୍ଦ୍ଦାଫାସ । ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଅଛି । ୪ ଦୁଷ୍କର୍ମ ଅଭିଯୁକ୍ତ ଓ ୩ ଭିଡ଼ିଓ ଭାଇରାଲ ପାଇଁ ଗିରଫ ହୋଇଛନ୍ତି । ଘଟଣାରେ ସଂପୃକ୍ତ…