Browsing Tag

jungle fire

ଲସ୍ ଏଞ୍ଜେଲେସର ଆଉ ଏକ ଜଙ୍ଗଲରେ ନିଆଁ, ଜଳୁଛି ୮୦୦୦ ଏକର ଅଞ୍ଚଳ, ୩୧ ହଜାର ରେସକ୍ୟୁ

ଆମେରିକାର ଲସ୍ ଏଞ୍ଜେଲେସରେ ପୁଣିଥରେ ନିଆଁ ଲାଗିଛି । ଉତ୍ତରର କାଷ୍ଟାଇକ ହ୍ରଦ ନିକଟରେ ଥିବା ଜଙ୍ଗଲରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ହଜାର ହଜାର ଲୋକଙ୍କୁ ଘର ଖାଲି କରିବା ପାଇଁ ବାଧ୍ୟ କରିଛି । କିଛି ଘଣ୍ଟା ମଧ୍ୟରେ ଏହି ନିଆଁ ୮,୦୦୦ ଏକରରୁ ଅଧିକ ଅଞ୍ଚଳକୁ ପୋଡି ଦେଇଛି । ରିପୋର୍ଟ…

ଜଙ୍ଗଲରେ ନିଆଁ ଲଗାଇ ଇନ୍‌ଷ୍ଟାଗ୍ରାମରେ କଲେ ରିଲ୍ସ…୩ ଯୁବକଙ୍କୁ ଗିରଫ କଲା ପୋଲିସ

ଉତ୍ତରାଖଣ୍ଡର ଚମୋଲି ପାହାଡ଼ ଜଙ୍ଗଲରେ ପ୍ରତିଦିନ ନିଆଁ ଲାଗୁଥିବା ଘଟଣା ସାମ୍ନାକୁ ଆସୁଛି । ବର୍ତ୍ତମାନ ଜଙ୍ଗଲରେ ନିଆଁ ଦ୍ରୁତ ଗତିରେ ବ୍ୟାପି ଚାଲିଛି, ଯାହାକି, ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ବଡ଼ ସମସ୍ୟା ଆଣିଦେଉଛି । ଏହାରି ଭିତରେ ଜଙ୍ଗଲରେ ନିଆଁ ଲାଗିବାର ଏକ ଭିଡିଓ ସୋସିଆଲ ମିଡିଆରେ…

ସମ୍ବଲପୁର ବୁଢାରାଜା ଜଙ୍ଗଲରେ ନିଆଁ

ସମ୍ବଲପୁର(କେନ୍ୟୁଜ) : ସମ୍ବଲପୁର ଦାନୀପାଲି ସ୍ଥିତ ବୁଢାରାଜା ଜଙ୍ଗଲରେ ଲାଗିଛି ନିଆଁ । କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇଥିବା ବନ ବିଭାଗ କହିଛି l ଆଜି ସନ୍ଧ୍ୟ୍ରା ପ୍ରାୟ ୫ଟା ୩୦ ରେ ଏହି ନିଆଁକୁ ସ୍ଥାନୀୟ ଯୁବକମାନେ ଦେଖିବାକୁ ପାଇଥିଲେ l ସ୍ଥାନୀୟ ଯୁବକମାନେ ତୁରନ୍ତ ବନ ବିଭାଗକୁ…

ଜଳୁଛି ଜଙ୍ଗଲ, ଖୋର୍ଦ୍ଧା ବରୁଣେଇ ପାହାଡ଼ ପାଣ୍ଡବ ଗୁମ୍ଫା ନିକଟରେ ଲାଗିଛି ନିଆଁ

ଖୋର୍ଦ୍ଧା (କେନ୍ୟୁଜ୍‌) : ଖୋର୍ଦ୍ଧା ବରୁଣେଇ ପାହାଡ଼ରେ ଲାଗିଲା ନିଆଁ । ପାହାଡ଼ରେ ଥିବା ପାଣ୍ଡବ ଗୁମ୍ଫା ଅଞ୍ଚଳରେ ନିଆଁ ଲାଗିଛି । ୫୦୦ ମିଟର ଭିତରେ ହୁ ହୁ ହୋଇ ଜଳୁଛି ଜଙ୍ଗଲ । କୌଣସି ଦୁର୍ବୃତ୍ତ ପଣ୍ଡାବ ଗୁମ୍ଫା ବୁଲିବାକୁ ଯାଇଥିବା ବେଳେ ନିଆଁ ଲାଗେଇଥିବା ନେଇ ସନ୍ଦେହ କରାଯାଉଛି ।…