Browsing Tag

junk food harmful for child

ପିଲାଙ୍କୁ ଏହି ଉପାୟରେ ଜଙ୍କ୍ ଫୁଡରୁ ଦୂରେଇ ରଖନ୍ତୁ

ଭାବନ୍ତୁ, ଯଦି ବଡ଼ମାନଙ୍କୁ ଜଙ୍କ୍ ଫୁଡ୍ ଏତେ ପସନ୍ଦ ଆସେ, ତା’ହେଲେ ଛୋଟ ପିଲାଙ୍କୁ କେତେ ପସନ୍ଦ ଆସୁ ନ ଥିବ। ତେବେ ବଡ଼ମାନେ ତ ଜାଣିଥାଆନ୍ତି ଜଙ୍କ୍ ଫୁଡ୍ ଖାଇଲେ କ’ଣ କ୍ଷତି ହୁଏ। ହେଲେ ଛୋଟ ପିଲାଙ୍କୁ ଏମିତି କ’ଣ ବୁଝାଯାଇପାରିବ ଯେ, ସେମାନେ ତାଙ୍କ ମନପସନ୍ଦର ଖାଇବା ବିଷୟରେ କେବେ ନ…