Browsing Tag

kadai clean tips

ମାତ୍ର ୧୦ ମିନିଟ୍‌ରେ ନୂଆ ଭଳି ଚମକିବ ପୁରୁଣା କଳା କଡ଼େଇ, ଆପଣାନ୍ତୁ ଏହି ସହଜ ଟ୍ରିକ୍‌

ରୋଷେଇ ଘରେ କଡ଼େଇ ସବୁଠୁ ଅଧିକ ବ୍ୟବହାର କରାଯାଏ। ଅଧିକାଂଶ ଘରେ ମହିଳାମାନେ ଆଲୁମିନିୟମ୍‌ର କଡ଼େଇ ବ୍ୟବହାର କରିଥାନ୍ତି। ତରକାରୀ କରିବା ହେଉ କି ଭଜା କି ହାଲୁଆ, ଏସବୁ ଜିନିଷ ରାନ୍ଧିବା ବେଳେ କଡ଼େଇ କଳା ପଡ଼ିଯାଏ। କିଛି ଲୋକଙ୍କ ଘରେ କଡ଼େଇ ପୂରାପୂରି କଳା ହୋଇଯାଇଥାଏ। ସେଥିରେ ହିଁ…