Browsing Tag

kalabaisakhi alert

ବଙ୍ଗୋପସାଗରରୁ ରାଜ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପ, ପ୍ରଭାବରେ ଆସନ୍ତା କାଲିଠାରୁ ୩ ଦିନ ଯାଏ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର (କେନ୍ୟୁଜ): ଆଜି ଆଭ୍ୟନ୍ତରୀଣ ଓଡିଶାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା। ବଙ୍ଗୋପସାଗର ମଧ୍ୟରୁ ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଜଳୀୟବାଷ୍ପ ପୂର୍ଣ୍ଣବାୟୁ। ଏହାର ପ୍ରଭାବରେ ଆସନ୍ତା କାଲିଠାରୁ ୩ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ…

ଆଜିଠୁ ଖସିବ, ୨୪ରୁ ବଢ଼ିବ: ଆସନ୍ତା ୨ଦିନ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ, ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ବର(କେନ୍ୟୁଜ୍): ଅସହ୍ୟ ତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଆସନ୍ତା ଦୁଇଦିନ ରାଜ୍ୟରେ ତାପମାତ୍ରା ସାମାନ୍ୟ କମିବ । ଅନେକ ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି । ଦିନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ଖସିପାରେ । ପୁଣି ୨୪ରୁ ବଢିବ ତାତି । ଗତକାଲି ସୋନପୁରରେ…

ଆଜି ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ହେବା ନେଇ ସତର୍କତା ଜାରି !

ଭୁବନେଶ୍ବର(କେନ୍ୟୁଜ୍): ଆଜି ୧୦ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା ଜାରି । ୧୦ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଆଜି ଜିଲ୍ଲାର ଗୋଟିଏ କି ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ…

କନ୍ଧମାଳ କ.ନୂଆଗାଁ ବ୍ଲକରେ କାଳବୈଶାଖୀର ତାଣ୍ଡବ: ପ୍ରବଳ ପବନ ସାଙ୍ଗକୁ କୁଆ ପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି

ବାଲିଗୁଡା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକରେ କାଳବୈଶାଖୀର ତାଣ୍ଡବ। ପ୍ରବଳ ପବନ ସାଙ୍ଗକୁ କୁଆ ପଥର ବର୍ଷାରେ ବ୍ୟାପକ କ୍ଷୟକ୍ଷତି। ମହାଶିଙ୍ଘ ଓ ଶୀର୍ତ୍ତିଗୁଡା ପଂଚାୟତର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତାରେ ପଡିଛିି । ଏହାସହ ମହାଶିଙ୍ଘ ପଂଚାୟତର ପୁରୁଣାସାହି, ତେଲି ସାହି,…

ରାଜ୍ଯର ବିଭିନ୍ନ ସ୍ଥାନରେ ଜାରି ରହିଛି ବର୍ଷା,ପବନ ଓ ଘଡଘଡ଼ି: ଟ୍ଵିନସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ବର: ଟ୍ଵିନସିଟିକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ । କଟକ ଓ ଭୁବନେଶ୍ୱର ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଟ୍ଵିନ୍‌ ସିଟିରେ କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଓ ବିଜୁଳି ଘଡଘଡ଼ି ଲାଗି ରହିଛି। ୩୦-୪୦ କିଲୋମିଟର ବେଗରେ ପବନ ବୋହିବ ।…

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା, କିଛି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା। ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସହ ୪୦ରୁ ୫୦ କିଲୋମିଟର ବେଗରେ…

ଦିନ ଦ୍ୱିପ୍ରହରରେ ସନ୍ଧ୍ୟାର ଭ୍ରମ: ଘଡଘଡି ଓ ପ୍ରବଳ ପବନ ସାଙ୍ଗକୁ ବର୍ଷାରେ ଭିଜିଲା ଟ୍ବିନ୍ ସିଟି, ୧୨ ଜିଲ୍ଲାକୁ…

ଭୁବନେଶ୍ବର: ଦିନ ଦ୍ୱିପ୍ରହରରେ ସନ୍ଧ୍ୟାର ଭ୍ରମ । ଭିଜିଲା ଟୁଇନ୍‌ ସିଟି । ବର୍ଷା ସାଙ୍ଗକୁ ଘଡଘଡି ଓ ପ୍ରବଳ ପବନ ବୋହିଛି। ତାତିରୁ ଆଶ୍ୱସ୍ତି ପାଇଲେ ରାଜଧାନୀବାସୀ । ପଶ୍ଚିମ ଓଡ଼ିଶାରୁ ପୂର୍ବ ମୁହାଁ ହୋଇଛି କାଳବୈଶାଖୀ । ଆଗାମୀ ୩ ଘଣ୍ଟା ମଧ୍ୟରେ ୧୨ ଜିଲ୍ଲାରେ ବର୍ଷା ସହ ବିଜୁଳି ଓ…

ଆସନ୍ତା ୧୦ ପର୍ଯ୍ୟନ୍ତ ରାଜ୍ୟରେ ହେବ କାଳବୈଶାଖୀ ବର୍ଷା, ୧୮ ଜିଲ୍ଲାକୁ ଆଲର୍ଟ ଜାରି

ଭୁବନେଶ୍ବର: ଆସନ୍ତା ୧୦ ପର୍ଯ୍ୟନ୍ତ ରାଜ୍ୟରେ ହେବ କାଳବୈଶାଖୀ ବର୍ଷା। ଏଥିପାଇଁ ୧୮ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି। ଅନ୍ଯପଟେ ଜୁନ୍‌ ପହିଲାରେ ମୌସୁମୀ କେରଳ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ମେ ୨୮ରୁ ଜୁନ୍‌ ୩ ମଧ୍ୟରେ କେରଳରେ ମୌସୁମୀ…