Browsing Tag

kali temple

ଏସି ବନ୍ଦ ହେଲେ ମା’ଙ୍କ ମୂର୍ତ୍ତିରୁ ବାହାରିଥାଏ ଝାଳ, ଜାଣିଛନ୍ତି କି କେଉଁଠି ଅଛି ଏହି ଚମତ୍କାରୀ ମନ୍ଦିର ?

ମଧ୍ୟପ୍ରଦେଶର ଜବଲପୁରରେ ମାତା କାଳୀଙ୍କର ଏକ ପୂରାତନ ମନ୍ଦିର ରହିଛି । ଏହାକୁ ଏକ ଐତିହାସିକ ଏବଂ ଚମତ୍କାରୀ ମନ୍ଦିର ମଧ୍ୟ କୁହାଯାଏ । କାରଣ ଏଠାରେ ଅନେକ ସମୟରେ ଏମିତି କିଛି ଘଟଣା ଆଖି ସାମ୍ନାରେ ଘଟିଯାଏ ଯାହାକୁ ଦେଖିଲେ ନିଜ ଆଖିକୁ ମଧ୍ୟ ବିଶ୍ବାସ କରିହେବ ନାହିଁ । ଏମିତି ମଧ୍ୟ…