Browsing Tag

kalia condition

ଜଗା ସୁସ୍ଥ, କାଳିଆ ସଂକଟାପନ୍ନ: କଟକ ବଡ଼ ମେଡିକାଲ ଭେଣ୍ଟିଲେଟରରେ ରଖାଯାଇ ଚାଲିଛି ଚିକିତ୍ସା

କଟକ(କେନ୍ୟୁଜ୍): କଟକ ଏସସିବିରେ ଚିକିତ୍ସାଧୀନ ଜଗାର ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ବେଳେ କାଳିଆ ସଙ୍କଟାପନ୍ନ । ବେଳେ ବେଳେ କାଳିଆକୁ ଜ୍ୱର ଆସୁଛି । କାଳିଆ ଛାତିରେ ସଂକ୍ରମଣ ହୋଇଛି । କଟକ ବଡ଼ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟ ଡାକ୍ତର ସିବିକେ ମହାନ୍ତି ଏହି ସୂଚନା ଦେଇଛନ୍ତି । ଉଭୟ…