Below header
Browsing Tag

kalinga firing

କଳିଙ୍ଗନଗର ଗୁଳିକାଣ୍ଡକୁ ପୂରିବ ୧୩ବର୍ଷ

ଯାଜପୁର : କଳିଙ୍ଗନଗର ଗୁଳିକାଣ୍ଡକୁ ଆସନ୍ତାକାଲି ୧୩ ବର୍ଷ ପୂରିବାକୁ ଯାଉଛି। ଏହି ଅବସରରେ ପ୍ରତିବର୍ଷ ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ ଆୟୋଜିତ ହେଉଛି ସ୍ମୃତି ସମାବେଶ। ଚଳିତ ବର୍ଷ ମଧ୍ୟ ଏହାର ଆୟୋଜନ ପାଇଁ ଜନମଂଚ ପକ୍ଷରୁ ସମସ୍ତ ଆୟୋଜନ କରାଯାଇଛି। ଗୁଳିକାଣ୍ଡ ସ୍ଥଳ ଚମ୍ପାକୋଇଲିଠାରୁ…