Browsing Tag

kalira atita

ଓସ୍କାର ରେସ୍‌ରେ ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ଚଳଚ୍ଚିତ୍ର ‘କାଲିର ଅତୀତ’

ଭୁବନେଶ୍ବର: ଓସ୍କାର ରେସ୍‌ରେ ଓଡ଼ିଆ ଚଳଚ୍ଚିତ୍ର ‘କାଲିର ଅତୀତ’ । ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡ଼ିଆ ଫିଲ୍ମ କାଲିର ଅତୀତ ସମ୍ମାନଜନକ ଓସ୍କାର ଆୱାର୍ଡ ଦୌଡ଼ରେ ରହିଛି । ଫିଲ୍ମ 'କାଲିର ଅତୀତ' ଜେନେରାଲ କାଟାଗୋରୀର ୪ଟି ଭାଗରେ ସ୍ଥାନ ପାଇଛି । ଶ୍ରେଷ୍ଠ ଚିତ୍ର,…