Browsing Tag

kamalakant raut passes away

ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ କମଳାକାନ୍ତ ରାଉତଙ୍କ ପରଲୋକ, ଶୋକ ପ୍ରକାଶ କଲେ କିଟ୍‌ ଓ କିସର ପ୍ରତିଷ୍ଠାତା

ଭୁବନେଶ୍ୱର: ପୂର୍ବତନ ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ କମଳାକାନ୍ତ ରାଉତଙ୍କ ପରଲୋକ। ଭୁବନେଶ୍ୱର ରସୁଲଗଡ଼ ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀଯୁକ୍ତ ରାଉତ ବରିଷ୍ଠ ଓଏଏସ୍‌ ଅଧିକାରୀ ଭାବେ ଅବସର ନେଇଥିଲେ। ଅବସର ପରେ ଦୀର୍ଘ ୨୫ ବର୍ଷ ଧରି କିଟ୍‌ରେ ବିଭିନ୍ନ ପଦପଦବୀରେ…