Browsing Tag

kameng fish case

ନଦୀରେ ମରି ଭାସୁଛନ୍ତି କୁଢ଼ କୁଢ଼ ମାଛ, କଳା ରଙ୍ଗ ପାଲଟିଲା ଜଳ

କଳା ରଙ୍ଗ ପାଲଟିଲା ନଦୀର ଜଳ । ମରି ଭାସୁଛନ୍ତି କୁଢ଼ କୁଢ଼ ମାଛ । ଅରୁଣାଚଳ ପ୍ରଦେଶର ପୂର୍ବ କାମେଙ୍ଗ ଜିଲ୍ଲାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଅଚାନକ କାମେଙ୍ଗ ନଦୀ ଜଳର ରଙ୍ଗ କଳା ପଡ଼ିଯାଇଥିଲା । ମାଛ ମରିବା ସହ ଆତଙ୍କିତ ହୋଇପଡ଼ିଥିଲେ ସ୍ଥାନୀୟ ବାସିନ୍ଦା । ଜିଲ୍ଲା ପ୍ରଶାସନ ପକ୍ଷରୁ…