Browsing Tag

kameshwar mahadev

ବାବା କାମେଶ୍ଵର ମହାଦେବଙ୍କ ନିକଟରେ ପୂରଣ ହୁଏ ସବୁ ମନସ୍କାମନା

ମାର୍ଶାଘାଇ(କେନ୍ୟୁଜ): ବାବା କାମେଶ୍ଵର ମହାଦେବଙ୍କ ମହିମା କହିଲେ ନସରେ । କେନ୍ଦ୍ରାପଡା ଜିଲ୍ଲାର ଗରଦପୁରୁ ବ୍ଲକ ଓ ମାର୍ଶାଘାଇ ବ୍ଲକ ମଧ୍ୟ ସ୍ଥଳରେ ଜିରାଳଠାରେ ଅବସ୍ଥିତ ପ୍ରସିଦ୍ଧ ଶୈବପୀଠ ବାବା କାମେଶ୍ଵର ମହାଦେବଙ୍କ ପୀଠ । ଏହି ପୀଠରେ ଅନୁଷ୍ଠିତ ହୋଇଯାଇଛି ବିଶ୍ଵ ଶାନ୍ତି ମହାଯଜ୍ଞ ।…

କାମେଶ୍ୱର ମହାଦେବଙ୍କ ପୀଠରେ ୭ଦିନ ଧରି ପାଳିତ ହୋଇଛି ନିଆରା ଜାଗର ଯାତ୍ରା

ସନାତନ ପରମ୍ପରାରେ ଶିବଙ୍କର ପୂଜାର ବହୁତ ମହତ୍ତ୍ବ ରହିଛି। ଭଗବାନ ଶିବ କଲ୍ୟାଣ କାରୀ। ସମସ୍ତ ମନଷ୍କାମନାକୁ ପୂର୍ଣ୍ଣ କରିବା ପାଇଁ ଶକ୍ତି-ଶିବଲିଙ୍ଗରେ ଅଭିଷେକ ସମାହିତ ରହିଥାଏ। ଭଗବାନ ଶିବ ସମସ୍ତ ଦୁଃଖକୁ ଦୂର କରିଦିଅନ୍ତି। ହିନ୍ଦୁ ପରମ୍ପରାରେ ଥିବା ତ୍ରିଦେବଙ୍କ ମଧ୍ୟରୁ ମହାଦେବଙ୍କ…