Browsing Tag

kandhamal maoist camp

କନ୍ଧମାଳ ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ଗୁଳିବିନିମୟ, ଘଟଣାସ୍ଥଳରୁ ବିପୁଳ ପରିମାଣରେ ମାଓ…

କନ୍ଧମାଳ: କନ୍ଧମାଳରେ ମାଓ କ୍ୟାମ୍ପ୍‌ ଧ୍ୱଂସ। ଚକାପାଦ ଥାନା ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ। ଗାଁରେ ମାଓ କ୍ୟାମ୍ପ ଚାଲିଥିବା ଖବର ପାଇ SOG ଓ DVF ପକ୍ଷରୁ ମିଳିତ ଅପରେସନ୍‌ କରାଯାଇଥିଲା। ମାଓବାଦୀମାନେ ପୋଲିସ ଉପରକୁ ଗ୍ରିନେଡ୍‌…