Browsing Tag

kangana ranaout

ମୁଖ୍ୟମନ୍ତ୍ରୀଙ୍କ ସହ ଫିଲ୍ମ ଦେଖିଲେ ବଲିଉଡ୍ କୁଇନ ତଥା ସାଂସଦ କଙ୍ଗନା ରଣାୱତ

ଭୁବନେଶ୍ୱର : ଓଡ଼ିଶାରେ ବଲିଉଡ୍ କୁଇନ ତଥା ସାଂସଦ କଙ୍ଗନା ରଣାୱତ ।  ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦେଖିଲେ ଫିଲ୍ମ ।  ଉତ୍କଳ କନିକା ଗ୍ୟାଲେରିଆରେ ନିଜ ଅଭିନୀତ ‘ଭାରତ ଭାଗ୍ୟ ବିଧାତା’ର ସ୍ପେସାଲ ପ୍ରିମିୟର ସୋ ଦେଖିଲେ କଙ୍ଗନା ।  ଆଜି ଭୁବନେଶ୍ବରରେ ପହଞ୍ଚିବା ପରେ ଏୟାରପୋର୍ଟରେ…

ରାଜକୀୟ ବେଶରେ ନଜର ଆସିଲେ କଙ୍ଗନା, ସମସ୍ତଙ୍କୁ ଦେଲେ ଏହି ବାର୍ତ୍ତା…

ବଲିଉଡ୍ ର ଜଣେ ଲୋକପ୍ରିୟ ଓ ଚର୍ଚ୍ଚିତ ଅଭିନେତ୍ରୀ ହେଉଛନ୍ତି କଙ୍ଗନା ରଣାୱତ । ବହୁତ ଦିନ ପରେ ଗତକାଲି ତାଙ୍କୁ ଅଳଙ୍କାର ପିନ୍ଧିଥିବା ସହ ଏକ ବ୍ରାଇଡଲ ଲୁକ୍ ରେ ନଜର ଆସିଥିଲେ । ଦର୍ଶକ ଓ ପ୍ରଶଂସକ କଙ୍ଗନାଙ୍କୁ ଦେଖିଥିଲେ । ଏହି ଆକର୍ଶଣୀୟ ବେଶରେ ସେ ଖୁବ ସୁନ୍ଦର ଦେଖାଯାଉଥିଲେ । ତାଙ୍କୁ…

୫ ବର୍ଷର ବିବାଦରେ ପଡିଲା ପୂର୍ଣ୍ଣଛେଦ, କ୍ଷମା ମାଗିଲେ କଙ୍ଗନା

ବଲିଉଡର ବିବାଦୀୟ କୁଇନ୍ ଭାବରେ କଙ୍ଗନା ରଣାୟତ୍ତ ବେଶ ଜଣାଶୁଣା । ସବୁବେଳେ ସେ ଖୁବ ଚର୍ଚ୍ଚାରେ ରହିଥାନ୍ତି ।  ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ  ସେ ସୃଷ୍ଟି କରିଛନ୍ତି ।  ୨୦୨୦ରୁ ମଣ୍ଡି ସାଂସଦ କଙ୍ଗନା ରାଣାଓ୍ବତଙ୍କର ଗୀତିକାର ଜାଭେଦ୍ ଅଖତରଙ୍କ ସହ ବିବାଦ ଚାଲିଥିଲା । କଙ୍ଗନାଙ୍କ…

ଲୋକଙ୍କୁ ଆକୃଷ୍ଟ କରିପାରୁନାହିଁ କଙ୍ଗନାଙ୍କ ଏମରଜେନ୍ସି, ଦୁଇ ଦିନରେ କରିଛି ଏତିକି କଲେକ୍ସନ

ବଲିଉଡ କୁଇନ କଙ୍ଗନା ରଣାୱତଙ୍କ ପଲିଟିକାଲ ଡ୍ରାମା ଫିଲ୍ମ ଏମରଜେନ୍ସି ରିଲିଜ ହୋଇଛି । ଏହି ଫିଲ୍ମକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଦିନରୁ ଅପେକ୍ଷା କରିଥିଲେ । ଶେଷରେ ଫିଲ୍ମ ଏମରଜେନ୍ସି ଜାନୁୟାରୀ ୧୭ରେ ରିଲିଜ ହୋଇଛି । ରିଲିଜ ହେବା ପରେ ମଧ୍ୟ ଏହି ଫିଲ୍ମକୁ ଦେଖିବା ପାଇଁ ଭିଡ…

ରିଲିଜ ହେଲା କଙ୍ଗନା ରନାୱତଙ୍କ ସିନେମା ଏମରଜେନ୍ସିର ଟିଜର, ୨୪ ନଭେମ୍ବରରୁ ପରଦାରେ

କେନ୍ୟୁଜ୍(ବ୍ୟୁରୋ):  ‘ମୁଝେ ଇଶ ଦେଶକି ରକ୍ଷା କରନେ ସେ କୋଇ ନେହିଁ ରୋକ ସକତା, ଇଣ୍ଡିଆ ଇଜ ଇନ୍ଦିରା ଏଣ୍ଡ ଇନ୍ଦିରା ଇଜ ଇନ୍ଦିରା’ ଏପରି ଦମଦାର ଡାଏଲଗରେ କମ୍ପି ଉଠିବ ବକ୍ସ ଅଫିସ । ସେଦିନ ୧୯୭୫ ଜୁନ ୨୫ । ଠିକ ଆଜିର ଦିନ । ଭାରତ ଇତିହାସର ଅନ୍ଧାରି ମୂହୁର୍ତ୍ତ ଚାଲି ଆସିଥିଲା । କଙ୍ଗନା…

କରୀନା ହୋଇପାରିବେନି ସୀତା ଟ୍ବିଟରରେ ଟ୍ରେଣ୍ଡ କରୁଛି ବୟକଟ କରୀନା

ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ଦ୍ବିତୀୟ ଥର ମା’ ହେବା ପରେ ପୁଣିଥରେ କର୍ମ କ୍ଷେତ୍ରକୁ ଫେରିବାକୁ ସଜବାଜ ହେଉଛନ୍ତି । ନିଜ ପୋଷ୍ଟକୁ ନେଇ ସବୁବେଳେ ସୋସାଲ ମିଡିଆରେ ଚର୍ଚ୍ଚାରେ ରହୁଥିବା କରିନାଙ୍କ ବିରୋଧରେ ଟ୍ବିଟରରେ ତାଙ୍କୁ ବୟକଟ କରିବାକୁ ଦାବି ହେଉଛି । ଟ୍ବିଟରରେ ହାଶଟ୍ୟାଗ…

କୋର୍ଟଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ଫଶିଲେ କଙ୍ଗନା ରାଣାୱତ, ଅପରାଧିକ ମାମଲା ଦର୍ଜ

ବିବାଦ ଯେମିତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ପିଛା ଛାଡିବାର ନାଁ ନେଉନି । ଗଲା କିଛି ଦିନ ହେବ ତାଙ୍କ ନାଁରେ ଗୋଟେ ପରେ ଗୋଟେ ମାମଲା ଦାୟର ହେବାରେ ଲାଗିଛି । ନିକଟରେ ତାଙ୍କ ଦ୍ୱାରା କରାଯାଇଥିବା ଏକ ଟ୍ୱିଟକୁ ନେଇ ବିବାଦ ପୁଣି ଥରେ ମୁଣ୍ଡ ଟେକିଛି । ନ୍ୟାୟପାଳିକାଙ୍କ ବିରୋଧରେ…

କଙ୍ଗନାଙ୍କୁ ଟାର୍ଗେଟ କଲେ ଉର୍ମିଲା, କହିଲେ ଡ୍ରଗ୍ସ ଲିଙ୍କକୁ ନେଇ ତନାଘନା ପ୍ରଥମେ ନିଜ ରାଜ୍ୟରୁ ହିଁ ଆରମ୍ଭ କରନ୍ତୁ

ସୁଶାନ୍ତ ରାଜପୁତଙ୍କ ମୃତ୍ୟୁରୁ ଆରମ୍ଭ ହୋଇଥିବା ବିବାଦ ଯେମିତି ଥମିବାର ନାଁ ନେଉନି । ଆଉ ଏହି ମାମଲାରେ ସବୁଠୁ ଅଧିକ ସାମ୍ନାକୁ ଆସିଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାଓ୍ଵତ୍ । କଙ୍ଗନା ମୁମ୍ବାଇର ତୁଳନା ପିଓକେ ସହ କରିବା ପରେ ଏହି ଘଟଣା ଅଧିକ ତୀବ୍ର ହେବାରେ ଲାଗିଛି । ଏମିତିକି ଆଳୁ…