Below header
Browsing Tag

kangaroo court

ଅମାନୁଷିକତା : ବାଲେଶ୍ୱର ବାଲିଆପାଳ ଚୌମୁଖ ଗାଁରେ କଙ୍ଗାରୁ କୋର୍ଟ, ଯୁବକଙ୍କ ଗୁପ୍ତାଙ୍ଗରେ ଝୁଲାଇ ଦେଲେ ପଥର

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାଲିଆପାଳ ଚୌମୁଖ ଗାଁରେ କଙ୍ଗାରୁ କୋର୍ଟ । ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଲେ ଗ୍ରାମବାସୀ । ଗୁପ୍ତାଙ୍ଗରେ ଝୁଲାଇ ଦେଲେ ପଥର । ଘରେ କେହି ପୁରୁଷ ଲୋକ ନଥିବା ବେଳେ ଯୁବକ ଜଣଙ୍କ ଗାଁର ଜଣଙ୍କ ଘର ଭିତରକୁ ଚାଲିଯାଇଥିଲେ । ଗାଁଲୋକେ ଏହା ଜାଣିପାରିବା ପରେ…

ଅନୁଗୁଳ ବସଲା ସାହିରେ କଙ୍ଗାରୁ କୋର୍ଟ, ପାଇପ୍‌ ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡାକରି…

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅନ୍ତର୍ଗତ ଅମନ୍ତପୁର ଗାଁରେ ଅଭାବନୀୟ ଘଟଣା। ପାଇପ୍‌ ଚୋରି କରିବା ଅଭିଯୋଗରେ ଗାଁର ଜଣେ ଯୁବକଙ୍କୁ ବସଲା ସାହିର କିଛି ଯୁବଗୋଷ୍ଠୀ ନିସ୍ତୁକ ମାଡ଼ ମାରିବା ସହ ଅଧା ଲଣ୍ଡାକରି ଗାଁରେ ବୁଲାଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଯୁବକ ଜଣକ ଟ୍ରକରେ ହେଲପର…

କେନ୍ଦ୍ରାପଡ଼ା: ଚାନ୍ଦା ପାଇଁ ମୂଷାଡ଼ିଆ ଗାଁରେ କଙ୍ଗାରୁ କୋର୍ଟ, ଏମିତି ମିଳୁଛି ଅକଥନୀୟ ନିର୍ଯାତନା

କେନ୍ଦ୍ରାପଡ଼ା : ଚାନ୍ଦା ପାଇଁ କଙ୍ଗାରୁ କୋର୍ଟ। ଚାନ୍ଦା ଦେଇନପାରିଲେ ଜମିରୁ ଫସଲ କାଟି ନେବା ସହ ଚାଷଜମିରେ ପୂରେଇ ନଦେବାକୁ ଧମକ। ପ୍ରଥମେ ଚାନ୍ଦା ନ ଦେଇପାରିଲେ ପରେ ଦେବାକୁ ପଡ଼ିବ ମୋଟାଅଙ୍କର ଜରିମାନା। ଏଭଳି ହତଚକିତ କରିବା ଭଳି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନାର…

ଯାଜପୁର: ପାଣିକୋଇଲି ଥାନା ତେଜପୁର ଗାଁରେ କଙ୍ଗାରୁ କୋର୍ଟ

ଯାଜପୁର(କେନ୍ୟୁଜ୍):  ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି କଙ୍ଗାରୁ କୋର୍ଟ। ବୋହୁକୁ ମରଣାନ୍ତକ ଆକ୍ରମଣ କରିବା ପରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତ ଶାଶୁ, ଶ୍ବଶୁର ଓ ଦିଅର। ସମ୍ପୃକ୍ତ ଶାଶୁ, ଶ୍ବଶୁର ଓ ଦିଅରକୁ ବାନ୍ଧି ଗାଁ ଦାଣ୍ଡରେ ଚଲାଇବା ସହ ପୋଲିସର ଜିମା ଦେଲେ ଗାଁ…

ନୟାଗଡରେ କଙ୍ଗାରୁକୋର୍ଟର ରାଜ୍, ୨୦ବର୍ଷ ଧରି ବାହାରେ ରହୁଛନ୍ତି ୨୦ ପରିବାର

ନୟାଗଡ(କେନ୍ୟୁଜ୍): ବାସନ୍ଦ ହୋଇ ୨୦ବର୍ଷ ଧରି ବାହାରେ ରହୁଛନ୍ତି ନୟାଗଡ ଜିଲ୍ଲା ଶରଣକୂଳ ଥାନାର ଖଲିଆପାଟଣା ଗାଁର ୨୦ ପରିବାର। ସାମାନ୍ୟ ଗଣ୍ଡଗୋଳରୁ କଙ୍ଗାରୁକୋର୍ଟର ଶିକାର ହୋଇ ଏମାନେ ୧୯୯୯ରୁ ଗାଁ ଛାଡିଥିଲେ। ପରେ ଏନେଇ କୋର୍ଟ ଓ ମାନବାଧିକାର କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ…