Browsing Tag

kanhaiya kumar join congress

ସେପ୍ଟେମ୍ବର ୨୮ରେ କଂଗ୍ରେସରେ ଯୋଗ ଦେବେ କହ୍ନେୟା କୁମାର, ଅନେକ ଥର ଭେଟିଲେଣି ରାହୁଲ ଗାନ୍ଧୀଙ୍କୁ

କଂଗ୍ରେସରେ ସାମିଲ ହେବେ ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟର ପୂର୍ବଛାତ୍ର ସଂଘର ଅଧ୍ୟକ୍ଷ କହ୍ନେୟା କୁମାର। ଆସନ୍ତା ସେପ୍ଟେମ୍ବର ୨୮ରେ ସେ ହାତର ହାତ ଧରିବେ। ରିପୋର୍ଟ ମୁତାବକ, ଗତ କିଛି ଦିନ ହେବ କହ୍ନେୟା କୁମାର କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରୁଛନ୍ତି।…