Browsing Tag

kantabanjhi news

ଇଏ କି ବିଧିର ବିଧାନ: ଗୋଟିଏ ଶ୍ମଶାନ ଘାଟରେ ଜଳିଲା ବାପା-ପୁଅଙ୍କ ଜୁଇ

କଣ୍ଟାବାଞ୍ଜି (କେନ୍ୟୁଜ୍): ମୃତ୍ୟୁ ଏମିତି ବି ଆସେ। ଗୋଟିଏ ଶ୍ମଶାନ ଘାଟରେ ଜଳିଲା ବାପା -ପୁଅଙ୍କ ଜୁଇ। ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ। ରାତିରେ ବାପାଙ୍କର ମୃତ୍ୟୁ ହୋଇଥିବା ବେଳେ ସକାଳେ ପୁଅର ମୃତ୍ୟୁ ଘଟିଲା। କଣ୍ଟାବାଞ୍ଜି ଆଶ୍ରମପଡ଼ା ସ୍ଥିତ ଗନ୍ଧର୍ବ…

ଦେଢ଼ଗାଁର ବୋହୂ ସାଜିଲେ ସ୍ଲୋଭେନିଆର ବିଦେଶିନୀ

କଣ୍ଟାବାଞ୍ଜି (କେନ୍ୟୁଜ) : ଦେଢ଼ଗାଁର ବୋହୂ ସାଜିଲେ ବିଦେଶିନୀ। ସାତ ଦରିଆ ପାର କରି ଓଡିଶାର ପୁଅକୁ ବାହା ହେବାକୁ ଚାଲି ଆସିଲେ ଜର୍ମାନୀର ଝିଅ। ନିଜ ପ୍ରେମ ପାଇଁ ସୁଦୂର ଜର୍ମାନୀରୁ ଧାଇଁ ଆସିଲେ ଓଡିଶାକୁ। ପ୍ରେମ ପାଇଁ ସାତଦରିଆ ପାର ହୋଇ ବୋହୁ ସାଜିଲେ ସ୍ଲୋଭେନିଆର ଝିଅ ଏମା ୱେଦେମଷେକ ।…

ବୁଡିବାକୁ ବସିଛି ଲୁହୁରା ସମ୍ପ୍ରଦାୟର କୌଳିକ ବୃତ୍ତି, ବଞ୍ଚାଇ ରଖିବାକୁ ଲୋଡା ସରକାରୀ ସହାୟତା

କଂଟାବାଞ୍ଜି(କେନ୍ଯୁଜ୍) : ଦିନ ଥିଲା ଲୁହାରେ ତିଆରି ଜିନିଷର ଚାହିଦା ବେଶ୍ ଅଧିକ ଥିଲା । ଯେ କୌଣସି କାମରେ ଲୁହା ତିଆରି ଜିନିଷର ବ୍ଯବହାର କରାଯାଉଥିଲା । ହେଲେ ଦିନକୁ ଦିନ ଯାନ୍ତ୍ରିକ ଜିନିଷର ଚାହିଦା ଓ ବ୍ଯବହାର ବଢିବା କାରଣରୁ ଏବେ ଦିନକୁ ଦିନ ଲୁହା ତିଆରି ଜିନିଷର ବ୍ଯବହାର ଅତୀତ…

ପକ୍କା ରାସ୍ତା ଖଣ୍ଡେ ପାଇଁ ହନ୍ତସନ୍ତ ବେହେରେନସିଲେଟ ଗ୍ରାମବାସୀ: କାମ ଶୂନ, ଖାଲି ମିଳୁଛି ପ୍ରତିଶୃତି

କଂଟାବାଞ୍ଜି: ସରକାର ପ୍ରତ୍ୟକ ଗାଁକୁ ପକ୍କାରାସ୍ତା ନିର୍ମାଣ କରିବାକୁ କରୁଛନ୍ତି ଅନେକ ଯୋଜନା ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ଅନେକ ଗାଁକୁ ଏଯାଏଁ ନିର୍ମାଣ ହେଇପାରୁନାହିଁ ପକ୍କାରାସ୍ତା ଖଣ୍ଡେ । ରାସ୍ତା ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ…