Browsing Tag

kantabanji bandh

ଅଭିଯୁକ୍ତକୁ ଗିରଫ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା

କଣ୍ଟାବାଞ୍ଜି(କେନ୍ୟୁଜ୍) : ଅଭିଯୁକ୍ତକୁ ଗିରଫ ଦାବିରେ ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ଡାକରା। ଏଥିଯୋଗୁଁ କଣ୍ଟାବାଞ୍ଜିରେ ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ୍, ବ୍ୟାଙ୍କ ବନ୍ଦ ରହିଛି। ବସ୍ ଚଳାଚଳ, ସ୍କୁଲ କଲେଜ ବନ୍ଦ ରହିଛି। ଏହି ବନ୍ଦ ଡାକରାରେ କଣ୍ଟାବାଞ୍ଜିର ବିଭିନ୍ନ ଅନୁଷ୍ଠାନ…