Browsing Tag

kanwariyas

ଅଧାରେ ରହିଗଲା ମହାଦେବଙ୍କୁ ଜଳଲାଗି, ବିଦ୍ୟୁତ ସଂସ୍ପର୍ଶରେ ଆସି ୬ କାଉଡିଆ ମୃତ

ହରିଦ୍ୱାରରୁ ପାଣିଭରା ଆଣିଥିବା କାଉଡିଆ ଯାତ୍ରୀଙ୍କ ଡିଜେ ୧୧ କେ.ଭି ଲାଇନ ସମ୍ପର୍କରେ ଆସି ୬ କାଉଡିଆଙ୍କ ମୃତ୍ୟୁ ହୋଇଛି।  ଉତ୍ତର ପ୍ରଦେଶର ମେରଠ ଜିଲ୍ଲାର ରାଲି ଚୌହାନ ଗାଁରେ ଏହି ଅଘଟଣ ଘଟିଛି । ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଲା କାଉଡ଼ିଆଙ୍କ ଗାଡ଼ି । ଏଥିରେ ୬ ଜଣ କାଉଡ଼ିଆଙ୍କ…

ଘାଟରେ କାଉଡିଆଙ୍କ ମଦ ପାର୍ଟି, ଭିଡିଓ ଭାଇରାଲ୍

କାଉଡିଆଙ୍କ ମଦ ପାର୍ଟି । ମୁକ୍ତେଶ୍ବର ଘାଟରେ କାଉଡିଆଙ୍କ ଚାଲିଛି ଜବରଦସ୍ତ ମଦ ପାର୍ଟି । ପାଣି ଢାଳିବାକୁ ଯାଉଥିବା ଶିବଭକ୍ତ ଜମେଇକି ପିଉଛନ୍ତି ମଦ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ । ଘଟଣାଟି ହେଉଛି ଉତ୍ତରପ୍ରଦେଶ ହାପୁଡ ଅଞ୍ଚଳର । ଭିଡିଓଟି ସାମ୍ନାକୁ ଆସିବା ପରେ ଅକ୍ସନ…