ଘାଟରେ କାଉଡିଆଙ୍କ ମଦ ପାର୍ଟି, ଭିଡିଓ ଭାଇରାଲ୍

କାଉଡିଆଙ୍କ ମଦ ପାର୍ଟି । ମୁକ୍ତେଶ୍ବର ଘାଟରେ କାଉଡିଆଙ୍କ ଚାଲିଛି ଜବରଦସ୍ତ ମଦ ପାର୍ଟି । ପାଣି ଢାଳିବାକୁ ଯାଉଥିବା ଶିବଭକ୍ତ ଜମେଇକି ପିଉଛନ୍ତି ମଦ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଭିଡିଓ । ଘଟଣାଟି ହେଉଛି ଉତ୍ତରପ୍ରଦେଶ ହାପୁଡ ଅଞ୍ଚଳର । ଭିଡିଓଟି ସାମ୍ନାକୁ ଆସିବା ପରେ ଅକ୍ସନ ମୁଡରେ ପୋଲିସ୍ । ମଦ ପିଉଥିବା ସମସ୍ତ କାଉଡିଆଙ୍କର ପରିଚୟ ମିଳିସାରିଛି । ଏବେ ସମସ୍ତଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.