Browsing Tag

kapil dev

କପିଲଦେବଙ୍କୁ ହାର୍ଟଆଟାକ୍‌, ଛାତିରେ ଯନ୍ତ୍ରଣା ପରେ ହସ୍ପିଟାଲରେ ହେଲେ ଭର୍ତ୍ତି

ଭାରତୀୟ କ୍ରିକେଟ ଟିମର ପ୍ରଥମ ବିଶ୍ୱ କପ୍‌ ଜିତିଥିବା ପୂର୍ବ ଅଧିନାୟକ କପିଲ ଦେବ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ହୃଦଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଛି। ଛାତିରେ ଯନ୍ତ୍ରଣା ହେବା ପରେ ଶୁକ୍ରବାର ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହାର୍ଟରେ ବ୍ଲକେଜ କାରଣରୁ…

ଲକଡାଉନରେ ସମସ୍ତ ଖେଳାଳିଙ୍କୁ ପଛରେ ପକାଇଲେ କପିଲ ଦେବ, ଏମିତି ବଦଳାଇଲେ ନିଜର ଲୁକ, ଭାଇରଲ ହେଉଛି ଫଟୋ

କରୋନା ଭାଇରସ ଯୋଗୁ ଏବେ ଦେଶ ସାରା ଲକଡାଉନ ଜାରି ରହିଛି। ଲୋକେ ଘରେ କଏଦ ଥିବା ବେଳେ ବାହାରେ ଦୋକାନ, ବଜାର ସବୁ ବନ୍ଦ ରହିଛି। ତେବେ ଏଭଳି ପରିସ୍ଥିତିରେ ସେହି ଲୋକମାନେ ଅଧିକ ଅସୁବିଧାର ସାମ୍ନା କରୁଛନ୍ତି, ଯେଉଁମାନଙ୍କର ପାର୍ଲର, ସେଲୁନ ବିନା କାମ ଚଳେ ନାହିଁ। ଏବେ ଖେଳାଳିମାନେ ଏହି…

ବଲିଉଡରେ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି କପିଲ ଦେବଙ୍କ ଝିଅ ଅମିୟା, ଜାଣନ୍ତୁ କେଉଁ ଫିଲ୍ମରେ ଆସିବେ ନଜର

‘ଗଲୀ ବୟ’ ଫିଲ୍ମ ପରେ ବର୍ତ୍ତମାନ ରଣବୀର ସିଂହ ନିଜର ପରବର୍ତ୍ତୀ ଫିଲ୍ମ ‘୮୩’ ର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ଫିଲ୍ମ ୧୯୮୩ ମସିହାରେ ହୋଇଥିବା ୱାଲର୍ଡ କପ ଉପରେ ଆଧାରିତ । ‘୮୩’ ର ନିର୍ଦ୍ଦେଶନା ଦେଇଛନ୍ତି  କବିର ଖାନ୍। ଫିଲ୍ମର ଲିଡ୍ ରୋଲରେ ଥିବା ରଣବୀରଙ୍କୁ କ୍ରିକେଟ ଶିଖାଇବାର…

କପିଲ ଦେବଙ୍କ ଭୂମିକାରେ ରଣବୀର ସିଂ, ବାସ୍ତବିକ ହେବ ୮୩ବିଶ୍ବକପ୍ ଛବି

ମୁମ୍ବାଇ : ଭାରତୀୟ କ୍ରିକେଟ ଇତିହାସରେ ଏକ ବଡ଼ ଐତିହାସିକ ବର୍ଷ ହେଉଛି ୧୯୮୩। ଏହି ମସିହାରେ ପ୍ରଥମଥର ପାଇଁ ଭାରତୀୟ କ୍ରିକେଟ ଦଳ ବିଶ୍ବକପ୍ ଜିତିଥିଲା। ଯଦି ଆପଣ ଏହି ଦିନକୁ ଦେଖି ନାହାନ୍ତି ଅଥବା ଭୁଲି ଯାଇଛନ୍ତି ତେବେ ଏହାକୁ ପୁଣିଥରେ ମନେ ପକାଇବା ପାଇଁ ଫେରିଆସିଛନ୍ତି ବଲିଉଡ଼ର…