Below header
Browsing Tag

kartik aarayan

କାର୍ତ୍ତିକ ଆର୍ଯ୍ୟନଙ୍କୁ ଏକ McLaren GT ସ୍ପୋର୍ଟ୍ସ କାର ଗିଫ୍ଟ ମିଳିବା ଏବେ ଡିମାଣ୍ଡ କରୁଛନ୍ତି ପ୍ରାଇଭେଟ ଜେଟ

ବଲିଉଡ ଆକ୍ଟର କାର୍ତ୍ତିକ ଆର୍ଯ୍ୟନଙ୍କୁ ହୁଏତ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଏଇ ନିକଟରେ ତାଙ୍କ ଅଭିନୀତ ଫିଲ୍ମ "ଭୁଲ ଭୁଲେୟା 2" ପରଦା ଉପରକୁ ଆସିଛି । ଯାହାକୁ ନେଇ ଚର୍ଚ୍ଚା ଅଛନ୍ତି କାର୍ତ୍ତିକ । ଏହି ଫିଲ୍ମରେ ତାଙ୍କ ସହ କିଆରା ଆଡଭାନୀ, ତବୁ ମଧ୍ୟ ନଜର ଆସିଛନ୍ତି । ଫିଲ୍ମର…

କାର୍ତ୍ତିକ ଆର୍ୟନଙ୍କ ଘର ଆଗରେ ଛିଡା ହୋଇ କାନ୍ଦିଲେ ଦୁଇ ଜଣ ଯୁବତୀ, ଦେଖନ୍ତୁ ଭିଡିଓ

ବଲିଉଡର ଚକୋଲଟ ବୟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କ ଫ୍ୟାନ ଫଲୋଇଙ୍ଗ୍‌ ବହୁତ ଅଧିକ। କାର୍ତ୍ତିକ ଆର୍ୟନଙ୍କୁ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି। ସେହିପରି ଅଭିନେତା ମଧ୍ୟ ନିଜ ଫ୍ୟାନ୍ସଙ୍କ ସହିତ ସମୟ ବିତାଉଥିବାର ନଜର ଆସନ୍ତି। ତେବେ ବର୍ତ୍ତମାନ କାର୍ତ୍ତିକ ଆର୍ୟନଙ୍କର ଦୁଇ ଜଣ ଜବରା ଫ୍ୟାନ୍‌…