Below header
Browsing Tag

kcr

ହିପ୍‌ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାର ପରେ ହସ୍ପିଟାଲରୁ ଘରକୁ ଫେରିଲେ କେସିଆର୍‌

ହିପ୍‌ ରିପ୍ଲେସମେଣ୍ଟ ଅସ୍ତ୍ରୋପଚାରର ଏକ ସପ୍ତାହ ପରେ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଶୁକ୍ରବାର ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଗତ ୮ ତାରିଖରେ ଏରାଭଲିସ୍ଥିତ ତାଙ୍କ ଫାର୍ମହାଉସରେ ସେ ପଡ଼ିଯାଇଥିଲେ, ଫଳରେ ତାଙ୍କର ହିପ୍‌ ଫ୍ରାକ୍ଚର ହୋଇଥିଲା। ଏହାପରେ…

ସଫଳ ହେଲା କେସିଆର୍‌ଙ୍କ ହିପ୍‌ ରିପ୍ଲେସ୍‌ମେଣ୍ଟ ସର୍ଜରୀ, ସୂଚନା ଦେଲେ ବିଆର୍‌ଏସ୍‌ ନେତା

ହିପ୍‌ରେ ଆଘାତ ଯୋଗୁ ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଗୁରୁବାର ରାତିରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏରାଭେଲିସ୍ଥିତ ତାଙ୍କ ବାସଭବନରେ ସେ ପଡ଼ିଯାଇଥିଲେ। ଏଥିରେ ତାଙ୍କ ହିପ୍‌ ଫ୍ରାକ୍‌ଚର ହୋଇଥିଲା। ଏହାପରେ ଡାକ୍ତରମାନେ ତାଙ୍କୁ ହିପ୍…

ଫାର୍ମହାଉସ୍‌ରେ ଗୋଡ଼ ଖସି ପଡ଼ିଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍‌, ହସ୍ପିଟାଲରେ ଚାଲିଛି ଚିକିତ୍ସା

ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ। ଗୁରୁବାର ରାତିରେ ତାଙ୍କ ଗୋଡ଼ ଖସିଯିବାରୁ ସେ ତଳେ କଚାଡ଼ି ହୋଇ ପଡ଼ିଯାଇଥିଲେ। ଏହାପରେ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ନିଆଯାଇଥିଲା। ଏରାଭଲିସ୍ଥିତ ତାଙ୍କ ଫାର୍ମହାଉସ୍‌ରେ ଏହି ଘଟଣା…

ତେଲେଙ୍ଗାନା: ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ହେଲିକପ୍ଟରରେ ବୈଷୟିକ ତ୍ରୁଟି, ଫାର୍ମହାଉସ୍‌ରେ କରାଗଲା ଜରୁରୀ ଅବତରଣ

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆର୍‌ଏସ୍‌ ସୁପ୍ରିମୋ କେ. ଚନ୍ଦ୍ରଶେଖର ରାଓଙ୍କୁ ନେଇ ଯାଉଥିବା ହେଲିକପ୍ଟରରେ ସୋମବାର ବୈଷୟିକ ତ୍ରୁଟି ଦେଖାଦେଇଛି, ଯେଉଁଥିପାଇଁ ହେଲିକପ୍ଟରଟିକୁ ତାଙ୍କ ଫାର୍ମହାଉସ୍‌ରେ ଜରୁରୀ ଅବତରଣ କରାଇବାକୁ ପଡ଼ିଛି। ଏଠାରୁ କିଛି ସମୟ ପୂର୍ବରୁ କେସିଆର୍‌ଙ୍କ…

ଜାତୀୟ ରାଜନୀତିରେ ପାଦ ଥାପିଲେ କେସିଆର, ଘୋଷଣା କଲେ ନୂଆ ଜାତୀୟ ଦଳ

କେନ୍ୟୁଜ୍(ବ୍ୟୁରୋ):ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ମିଶନ ୨୦୨୪। ଜାତୀୟ ରାଜନୀତିରେ ପାଦ ଥାପିଲେ କେସିଆର। ହାଇଦ୍ରାବାଦର ତେଲଙ୍ଗାନା ଭବନରେ ନୂଆ ଜାତୀୟ ଦଳ ଗଠନ ନେଇ ଘୋଷଣା କଲେ ଟିଆରଏସ ମୁଖ୍ୟ କେ ଚନ୍ଦ୍ରଶେଖର ରାଓ। ଦଳର ନାଁ ରହିଛି ଭାରତ ରାଷ୍ଟ୍ର ସମିତି। ଏଣିକି…

ପିଏମ୍‌ ମୋଦିଙ୍କୁ ଗାଦିଚ୍ୟୁତ କରିବୁ, ଆଉ ନୂଆ ସରକାର ଆଣିବୁ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌

ନିର୍ବାଚନ ସମୟ ଯେତେ ଯେତେ ପାଖେ ଆସୁଛି, ଦଳ ଦଳ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ ସେତେ ଅଧିକ ହେଉଛି। ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍‌) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଏମିତି ବୟାନ ଦେଇଛନ୍ତି, ଯାହା ତାଙ୍କୁ ବିବାଦ ମଧ୍ୟକୁ ଟାଣି…

ନବୀନଙ୍କୁ ଭେଟିଲେ କେସିଆର, ସମଭାବାପନ୍ନ ଆଞ୍ଚଳିକ ଦଳ ଏକାଠି ହେବା ଉପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ବର : ନବୀନ-କେସିଆର୍‌ ଭେଟଘାଟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ନବୀନ ନିବାସରେ ଦୁଇ ନେତା ସାକ୍ଷାତ ଆଲୋଚନା କରିଛନ୍ତି । ଏହାପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ନବୀନ କହିଛନ୍ତି, ଜାତୀୟ ରାଜନୀତି ସମ୍ପର୍କରେ…