Browsing Tag

KCR visit puri

ପୁରୀରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ , ସପରିବାର ଶ୍ରୀଜିଉଙ୍କୁ ଦର୍ଶନ କଲେ କେ. ଚନ୍ଦ୍ରଶେଖର ରାଓ

ପୁରୀ(କେନ୍ୟୁଜ୍) :  ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ସପରିବାର ସହ ମହାପ୍ରଭୂଙ୍କ ପୂଜାର୍ଚ୍ଚନା କରିଛନ୍ତି କେସିଆର୍‌ । ଦ୍ୱିତୀୟ ଥର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଚନ୍ଦ୍ରଶେଖର…