Below header
Browsing Tag

kerla

ହିମାଚଳ ପ୍ରଦେଶ ଓ କେରଳରେ ବଦଳୁଛି ପାଣିପାଗ, ଆତଙ୍କରେ ଲୋକେ

ହିମାଚଳ ପ୍ରଦେଶ ଏବଂ କେରଳ ହେଉଛି ଦୁଇଟି ଭିନ୍ନ ରାଜ୍ୟ, ଯାହା ଦେଶର ବିପରୀତ ଅଞ୍ଚଳରେ ଅବସ୍ଥିତ । ଦୁଇ ରାଜ୍ୟର ଭୌଗୋଳିକ ସ୍ଥିତି ମଧ୍ୟ ବହୁତ ଭିନ୍ନ, ଯାହା ସେମାନଙ୍କର ଜଳବାୟୁ ସ୍ଥିତିକୁ ପ୍ରଭାବିତ କରିଥାଏ । ବର୍ତ୍ତମାନ ହିମାଚଳ ପ୍ରଦେଶ ଏବଂ କେରଳରେ ପାଣିପାଗ ସମ୍ପୂର୍ଣ୍ଣ ଭିନ୍ନ ରହିଛି…

ମୋବାଇଲ ନିଶାରେ ନିଜ ବୁଢ଼ୀ ମା’କୁ ମାରିଦେଲା ପୁଅ, ପରେ ନିଜ ଭୁଲକୁ ସ୍ୱୀକାର କଲା

ମୋବାଇଲ ପାଇଁ ମଣିଷ ଏବେ ପାଗଳ । ମୋବାଇଲ ନିଶା ଏମିତି ଘାରିଛି ଯେ ଗୋଟାଏ ମିନିଟ ବି ଫୋନ ଠୁ ଦୂରେଇ ରହି ପାରୁନି ମଣିଷ । ତେବେ ମୋବାଇଲ ନିଶାରେ ଜଣେ ଜଣେ ନିଜ ସମ୍ପର୍କୀୟଙ୍କୁ କ୍ଷତି ପହଞ୍ଚାଇବାକୁ ମଧ୍ୟ ପଛାନ୍ତି ନାହିଁ । ମୋବାଇଲ ନିଶା ଏମିତି ଘାରୁଛି ବେଳେବେଳେ କିଛି ଲୋକଙ୍କ ଜୀବନ…

ମାତ୍ର ୪୫ ହଜାର ଟଙ୍କା ଖର୍ଚ୍ଚ କରି ସାଧାରଣ କାରକୁ ବନାଇଲେ ଦାମୀ ରୋଲ୍ସ ରୋଏସ

ଦେଶୀ ଉପାୟ ମାମଲାରେ ଭାରତୀୟ ଲୋକଙ୍କ ସହ କେହି ପ୍ରତିଯୋଗିତା କରିପାରିବେ ନାହିଁ । ଭାରତୀୟ ମାନେ ଛୋଟ ଛୋଟ ଜିନିଷକୁ ନେଇ ଏପରି କଳା କୌଶଳ ଦେଖାନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ । ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଏଭଳି ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏହି ଭିଡିଓଗୁଡ଼ିକରେ ଲୋକମାନେ…

ବୁଲେଟ କି କାର ନୁହେଁ ବସ୍‌ ଚଲାଇ ପୁଣି ଚର୍ଚ୍ଚାରେ ଆସିଲେ କେରଳ ଯୁବତୀ

ବର୍ତ୍ତମାନ ଝିଅମାନଙ୍କ ମଧ୍ୟରେ ଗାଡି ଚଲେଇବା ପାଇଁ କ୍ରେଜ ବଢ଼ିଚାଲିଛି । ପ୍ରାୟତଃ ଝିଅମାନେ ରାସ୍ତାରେ ବାଇକ ଓ କାର ଚଲାଉଥିବାର ନଜର ଆସନ୍ତି । ଝିଅମାନେ ଗାଡି ଚଲେଇବାରେ କାହା ଠାରୁ କମ ନୁହନ୍ତି । ଆଜିର ସମୟରେ ଝିଅମାନେ କେବଳ ତାଙ୍କ ସୁବିଧା ପାଇଁ ଗାଡି ଚଲାଉ ନାହାନ୍ତି ବରଂ ଏଥିରେ…

କେରଳର ଥିରୁଅନନ୍ତପୁରମର ଶ୍ରୀ ପଦ୍ମନାଭ ସ୍ବାମୀ ମନ୍ଦିର, ଏଠାରେ ଲୁଚି ରହିଛି ଅନେକ ଗୁପ୍ତ ରହସ୍ୟ

ଶ୍ରୀ ପଦ୍ମନାଭ ସ୍ବାମୀ ମନ୍ଦିର ଭାରତର କେରଳ ରାଜ୍ୟ ଥିରୁଅନନ୍ତପୁରମରେ ଅବସ୍ଥିତ। ଏହି ମନ୍ଦିର ଭାରତର ପ୍ରମୁଖ ବୈଷ୍ଣବ ମନ୍ଦିର ମଧ୍ୟରେ ଅନ୍ୟତମ ଏହା ସହିତ ଐତିହାସିକ ରହସ୍ୟ ରହିଛି ଏହି ମନ୍ଦିରର। ପଦ୍ମନାଭ ସ୍ବାମୀ ମନ୍ଦିର ବିଷ୍ଣୁ ଭକ୍ତମାନଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ଆରାଧନା ସ୍ଥଳ।…

କେରଳର ୬ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କଲା ଆଇଏମଡି, ଇଡୁକି ଭୂସ୍ଖଳନରେ ମୃତ୍ୟୁ ସଂଖ୍ଯା ୪୩କୁ ବୃଦ୍ଧି

କେନ୍ଯୁଜ୍: ଗତ ତିନି ଦିନରୁ କେରଳରେ ପ୍ରବଳ ବର୍ଷା ଜାରି ରହିଛି। ଏନେଇ ଗତକାଲି ଭାରତୀୟ ପାଣିପାଗ ବିଭାଗ କେରଳର ୬ଟି ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିବା ସହ ଆଜି ୨୦ ସେମିରୁ ଅଧିକ ବର୍ଷା ହେବା ନେଇ ସୂଚନା ଜାରି କରିଛି। ଆସନ୍ତାକାଲି ଠାରୁ ବର୍ଷା ହ୍ରାସ ହେବାର ସମ୍ଭାବନା ରହିଛି ବୋଲି…

ଆଉ ମାଛ ବିକିବେନି, ଏବେ କେବଳ ପାଠ ପଢିବେ ହନାନ :

ତ୍ରିବେନ୍ଦମପୁରମ୍ : କଲେଜ୍ ପରେ ମାଛ ବିକୁଥିବା ଛାତ୍ରୀଙ୍କୁ ଟ୍ରୋଲିଙ୍ଗ୍ କରିଥିବା ଅଭିଯୋଗରେ ପୋଲିସ୍ ଜଣଙ୍କୁ ତାଙ୍କ ହେପାଜତରେ ନେଇଛନ୍ତି । କେରଳ ପୋଲିସ ବୟାନ ଅନୁସାରେ ହନାନ ହାମିଦଙ୍କ ଖିଲାପରେ ସୋସିୟାଲ ମିଡିଆରେ ଅପମାନସୂଚକ ଟିପଣୀ କରିଥିବା ଅଭିଯୋଗରେ ତାଙ୍କୁ ହେପାଜତରେ ନିଆଯାଇଛି…