Browsing Tag

kesari

କେଶର ଚା’ରୁ ଦୂର ହୋଇଥାଏ ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

କେଶର ଏକ ମସଲା, ଯାହା କ୍ରୋକସ ସାଟିଓ୍ଵସ ଲିନେ ଫୁଲରୁ ମିଳିଥାଏ । ସ୍ୱାସ୍ଥ୍ୟପାଇଁ ଏହା ବହୁତ ଲାଭଦାୟକ ହୋଇଥାଏ । ଡାକ୍ତରମାନେ ମଧ୍ୟ ପ୍ରତ୍ୟେକ ଦିନ ଗୋଟିଏ ଗ୍ଲାସ କେସର ଯୁକ୍ତ କ୍ଷୀର ପିଇବା ପାଇଁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କେଶର ଚା’ ପିଇବାର ଲାଭ ବିଷୟରେ…

ଅନଲାଇନ୍ ଲିକ୍ ହେଲା ଅକ୍ଷୟ କୁମାରଙ୍କ କେଶରୀ, ଜବରଦସ୍ତ ଓପନିଙ୍ଗ୍ କରିଥିବା ଫିଲ୍ମକୁ ଲାଗିଲା ଜୋରଦାର ଝଟକା

ବଲିଉଡରେ ପାଇରେସୀ ଥମିବାର ନାଁ ଧରୁନି । ରିଲଜ୍ ହେଉ ହେଉ ଲିକ୍ ହୋଇ ଯାଉଛି ଫିଲ୍ମ । ନିକଟରେ ଅକ୍ଷୟ କୁମାରଙ୍କ ଫିଲ୍ମ କେଶରୀ ରିଲିଜ୍ ହୋଇଥିଲା । ଆଉ ରିଲିଜ୍ ହେବାର ତିନି ଦିନ ପରେ ଏହି ଫିଲ୍ମ ଅନଲାଇନ୍ ହୋଇଯାଇଛି । ତେବେ ଏହି ଫିଲ୍ମକୁ ଅନଲାଇନ୍ ଦେଖି ସାଇବର୍ କ୍ରାଇମକୁ ସମର୍ଥନ…

ଜବରଦସ୍ତ ଆକ୍ସନ୍ ସହ ଦେଶଭକ୍ତିର ଦମଦାର ଡାଏଲଗ୍ , ଲୋମଟାଙ୍କୁରୀ ଉଠିବ ଦେଖି ‘କେଶରୀ’ ର ଟ୍ରେଲର୍

ଅକ୍ଷୟ କୁମାରଙ୍କ ଫ୍ୟାନ୍ ମାନଙ୍କ ପାଇଁ ଖୁସି ଖବର । ରିଲିଜ୍ ହୋଇଛି ବହୁ ପ୍ରତିକ୍ଷୀତ ଫିଲ୍ମ କେଶରୀର ଟ୍ରେଲର୍ । ନିଜେ ଅକ୍ଷୟ କୁମାର ଏହାକୁ ଟୁଇଟ୍ କରି ସେୟାର୍ କରିଛନ୍ତି । ପ୍ରାୟ ୩ ମିନିଟର ଏହି ଟ୍ରେଲର ରେ ଫିଲ୍ମର ଭବ୍ୟତା, ଦମଦାର ଆକ୍ସନ୍ ଏବଂ ଜବରଦସ୍ତ ଡାଏଲଗ୍ ଦେଖିବାକୁ ପାଇବେ…