Browsing Tag

kharmas month

ମଳମାସରେ ଧନପ୍ରାପ୍ତି ପାଇଁ ଲକ୍ଷ୍ମୀଙ୍କ ନିମିତ୍ତ କରନ୍ତୁ ଏହି ପୂଜା, ଜାଣନ୍ତୁ ବିଧି

ଧନୀ ହେବାକୁ କିଏ ବା ନ ଚାହେଁ। କିନ୍ତୁ ଟଙ୍କା ବି ଏମିତି ଜିନିଷ ଯାହା ସହଜରେ ମିଳିନଥାଏ। ପ୍ରାୟତଃ ଅର୍ଥ ଅଭାବ ପାଇଁ ଲୋକଙ୍କର ଅନେକ ସମସ୍ୟା ଦେଖାଯାଏ। ଯଦି ଆପଣଙ୍କ ସହ ଏମିତି ହେଉଛି, ତେବେ ମଳମାସରେ ଏହାର ସମାଧାନ କରନିଅନ୍ତୁ। ଏହି ଉପାୟ ଆପଣଙ୍କ ଟଙ୍କାର ଅଭାବକୁ ଦୂର କରିବ। ମଳମାସ…

ମଳ ମାସରେ ମୃତ୍ୟୁକୁ ଅଶୁଭ ବୋଲି କାହିଁକି କୁହାଯାଏ, ଜାଣନ୍ତୁ ଏହା ପଛରେ କାରଣ

ଆସୁଛି ମଳମାସ। ଏହି ମାସରେ ଖାସ କରି କୌଣସି ଶୁଭ କାମ କରିବାକୁ ବାରଣ କରାଯାଇଥାଏ। କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ମାସର ୩୦ ଦିନ ସୂର୍ଯ୍ୟଙ୍କ ତେଜ କମ ରହିଥାଏ । ମନାଯାଏ ଯେ ଏହି ଦିନରେ କାମ କଲେ କୌଣସି ସଫଳତା ମିଳିନଥାଏ। କିନ୍ତୁ ଜନ୍ମ ମୃତ୍ୟୁର ସମୟକୁ ତ କେହିବି…

୧୫ ଡିସେମ୍ବର ଠାରୁ ବାଜିବନାହିଁ ସାହାନାଇ, ପ୍ରାୟ ୧୨୫ ଦିନ ପର୍ଯ୍ୟନ୍ତ ହେବନାହିଁ ବିବାହ

ବିବାହ କରିବାକୁ ମନସ୍ଥ କରିଥିଲେ ଏହାକୁ ଥରେ ନିଶ୍ଚୟ ପଢ଼ନ୍ତୁ । ୧୫ ଡିସେମ୍ବରରୁ ଗ୍ରହର ଦିଗ ପରିବର୍ତ୍ତନ ହେଉଛି। ଯେଉଁ କାରଣରୁ ଆଗାମୀ ୧୨୫ ଦିନ ପଯ୍ୟର୍ନ୍ତ କୌଣସି ବିବାହ ବା ଶୁଭ କାମ ହୋଇପାରିବ ନାହିଁ । ଅର୍ଥାତ ୧୨୫ ଦିନ ପର୍ଯ୍ୟନ୍ତ ବିବାହ ପାଇଁ କୌଣସି ଶୁଭ ମୁହୂର୍ତ୍ତ ନାହିଁ।…