Below header
Browsing Tag

Khooni Juice

ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି ଖୁନୀ ଜୁସ୍‌, ପାଖାପାଖି ୨ କୋଟି ଲୋକ ଦେଖି ସାରିଲେଣି ଭିଡିଓ

କେତେକ ଫଳ ଏବଂ ପରିବାରୁ ତିଆରି ହୋଇଥିବା ଲାଲ୍‌ ରଙ୍ଗର ଏକ ହେଲ୍‌ଦି ଜୁସ୍‌ ଇଣ୍ଟରନେଟରେ ଖୁବ୍‌ ଭାଇରାଲ ହେଉଛି। ହରିୟାଣାର ଫରିଦାବାଦରେ ଭଗତ ସିଂ ଚୌକ ନିକଟସ୍ଥ ଏକ ରାସ୍ତାପାର୍ଶ୍ୱରେ ଏହି ଜୁସ୍‌ ବିକ୍ରି ହେଉଥିବା ଆପଣ ଦେଖିବାକୁ ପାଇପାରିବେ। ଜୁସ୍‌ର ନାଁ ‘ଖୁନୀ ଜୁସ୍‌’ ଦିଆଯାଇଛି।…