Below header
Browsing Tag

khordha sarua

ବିବାଦରେ ଖୋର୍ଦ୍ଧା ସାରୁଅରେ ଟିଭି ଚ୍ୟାନେଲ ଷ୍ଟୁଡିଓ, ଗ୍ରାମବାସୀ ଓ ଷ୍ଚୁଡିଓ ସୁରକ୍ଷା କର୍ମୀ ମୁହାଁମୁହିଁ

କେନ୍ୟୁଜ୍(ବ୍ୟୁରୋ): ପୁଣି ବିବାଦରେ ଖୋର୍ଦ୍ଧା ଜିଲ୍ଲା ସାରୁଅ ଶିଳ୍ପାଞ୍ଚଳରେ ତରଙ୍ଗ ଟିଭି ଚ୍ୟାନେଲ ଷ୍ଟୁଡିଓ। ଜମି ଜବରଦଖଲକୁ ନେଇ ଗ୍ରାମବାସୀ ଓ ଷ୍ଚୁଡିଓ ସିକ୍ୟୁରିଟି ମୁହାଁମୁହିଁ। ସାରୁଅ ଗାଁର ବହୁ ଚାଷୀଙ୍କ ଜମି ସହିତ ପୋଖରୀ, ସର୍ବସାଧାରଣ ରାସ୍ତାକୁ ଜବରଦଖଲ କରି ତରଙ୍ଗ…

ଖୋର୍ଦ୍ଧା ସାରୁଅରେ ଆରମ୍ଭ ହୋଇଛି OTV ଷ୍ଟୁଡିଓର ପାଚେରୀ ଭଙ୍ଗା କାର୍ଯ୍ୟ

ଖୋର୍ଦ୍ଧା : ଖୋର୍ଦ୍ଧା ସାରୁଅରେ ଆରମ୍ଭ ହୋଇଛି OTV ଷ୍ଟୁଡିଓର ପାଚେରୀ ଭଙ୍ଗା କାର୍ଯ୍ୟ । ପୋଖରୀ ଓ ଚାଷଜମିକୁ ବାଟ ନ ଛାଡିବା ନେଇ ଗାଁ ଲୋକେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଜଣେ ଅନୁସୂଚିତ ଜାତି ଲୋକଙ୍କ ମାଧ୍ୟମରେ…