Browsing Tag

KIIS blood camp

କିସ୍‌ ପକ୍ଷରୁ ଉପାନ୍ତ ବୈପାରୀଗୁଡାର ରାମଗିରି ଅଞ୍ଚଳରେ ରକ୍ତଦାନ ଶିବିର

ଜୟପୁର(କେନ୍ଯୁଜ୍) : କିସ୍‌ ପକ୍ଷରୁ ରକ୍ତଦାନ ଶିବିର । କିସ୍‌ ଓ ୟୁଏନ୍‌ଏପି ପକ୍ଷରୁ ମିଳିତ ଭାବେ ଉଦୟ ମାଧ୍ୟମରେ କୋରାପୁଟ ଉପାନ୍ତ ତଥା ନକ୍ସଲ ପ୍ରବଣ ବୈପାରୀଗୁଡାର ରାମଗିରି ଅଞ୍ଚଳରେ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ଏଥିରେ କିସ୍‌ର ଜିଲ୍ଲା ସଂଯୋଜକ ମାନସ ମହାନ୍ତି, ଜ୍ଞାନେନ୍ଦ୍ର…