Browsing Tag

KITT rugby

ସିନିୟର ରଗ୍‌ବୀ ଚାମ୍ପିୟନସିପ୍‌: ଆଜି ଚାଲିଛି ପ୍ରି-କ୍ୱାଟର୍‌ ମ୍ୟାଚ୍, ଆସନ୍ତାକାଲି ଫାଇନାଲ୍

ଭୁବନେଶ୍ବର(କେନ୍ଯୁଜ୍): କିଟ୍‌ ରଗବୀ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ଜାତୀୟ ବରିଷ୍ଠ ରଗ୍‌ବୀ ଚାମ୍ପିୟନସିପ୍‌ର ଆଜି ଦ୍ୱିତୀୟ ଦିନ । ଆସନ୍ତାକଲି ସମସ୍ତ ଫାଇନାଲ ମ୍ୟାଚ ଖେଳାଯିବ । ଗତକାଲି ୫୦ଟି ମ୍ୟାଚ ଖେଳାଯାଇଥିଲା । ଆଜି ପ୍ରି-କ୍ୱାଟର୍‌ ମ୍ୟାଚ ଖେଳାଯାଉଛି । ଓଡ଼ିଶାର ଉଭୟ ପୁରୁଷ ଓ…

ଆସନ୍ତା ୧୯ରୁ ଜାତୀୟ ବରିଷ୍ଠ ରଗ୍‌ବୀ ଚାମ୍ପିୟନସିପ୍‌: ଭାଗ ନେଇଛନ୍ତି ୨୭ଟି ପୁରୁଷ ଓ ୨୫ଟି ମହିଳା ଦଳ

ଭୁବନେଶ୍ୱର(କେନ୍ଯୁଜ୍): ଭୁବନେଶ୍ୱର କିଟ୍‌ ରଗ୍‌ବୀ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି ଜାତୀୟ ବରିଷ୍ଠ ରଗ୍‌ବୀ ଚାମ୍ପିୟନସିପ୍‌। ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଚାମ୍ପିୟନସିପ୍‌ରେ ୨୭ ରାଜ୍ୟ ଓ ଭାରତୀୟ ରଗ୍‌ବୀ ଫୁଟବଲ ୟୁନିୟନ ସ୍ୱୀକୃତିପ୍ରାପ୍ତ ସଂସ୍ଥା ଅଂଶଗ୍ରହଣ କରିଛନ୍ତି।…