Below header
Browsing Tag

KKR VS RR

ଶ୍ରେୟସ ଆୟରଙ୍କୁ ଡବଲ ଝଟକା, ସ୍ଲୋ ଓଭର ପାଇଁ ବିସିସିଆଇ ଲଗାଇଲା ଜରିମାନା

କୋଲକତା ନାଇଟ ରାଇଡର୍ସକୁ ଡବଲ ଝଟକା ଲାଗିଛି । ଆଇପିଏଲ୍‌ ୨୦୨୪ର ୩୧ତମ ମ୍ୟାଚ ହାରିବା ସହିତ ଅଧିନାୟକ ଶ୍ରେୟସ ଆୟରଙ୍କୁ ବିସିସିଆଇ ଜରିମାନା ଲଗାଇଛି । କୋଲକତା ନାଇଟ ରାଇଡର୍ସ ଉପରେ ସ୍ଲୋ ଓଭର ରେଟ ପାଇଁ ଜରିମାନା ଲାଗିଛି । ଏଥିପାଇଁ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା…

ମ୍ୟାଚର ଶେଷ ଓଭର ଓଲଟିଗଲା ବାଜି, ଏହି ବିଦେଶୀ ଖେଳାଳି ପୁଷ୍ପା ଷ୍ଟାଇଲରେ କଲେ ସେଲିବ୍ରେସନ

ଆଇପିଏଲର ଚଳିତ ସିଜିନରେ ରାଜସ୍ଥାନ ରୟାଲ୍ସ କୋଲକାତା ବିପକ୍ଷ ମ୍ୟାଚରେ ଷଷ୍ଠ ବିଜୟ ହାସଲ କରିଛି । ବ୍ରୋବର୍ଣ୍ଣ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚକୁ ମାତ୍ର ୭ରନରେ ବାଜି ନେଇଥିଲା ରାଜସ୍ଥାନ ରୟାଲ୍ସ। ଶେଷ ଓଭରରେ କୋଲକାତାକୁ ୧୧ ରନ ଆବଶ୍ୟକ ଥିବା ବେଳେ ରାଜସ୍ଥାନ ହାତରେ ଦୁଇଟି ୱିକେଟ…

ଶ୍ରେୟସ ଆୟରଙ୍କ ଟିମ୍‌କୁ ଟକ୍କର ଦେବା ପାଇଁ ମଇଦାନକୁ ଓହ୍ଲାଇବ ସଞ୍ଜୁ ସାମସନଙ୍କ ଟିମ୍‌

ଆଜିର ଆଇପିଏଲରେ ୩୦ତମ ଲିଗ୍ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ସହିତ ହେବ ଟକ୍କର। ଉଭୟ ଦଳ ପାଇଁ ମ୍ୟାଚ୍ଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ପଏଣ୍ଟ ତାଲିକାରେ ରୟାଲ୍ସ ଦଳ ୫ ନଂ ସ୍ଥାନରେ ରହିଥିବା ବେଳେ ନାଇଟ ରାଇଡର୍ସ ୬ ନଂ ସ୍ଥାନରେ ରହିଛନ୍ତି । ଆଜିର ମ୍ୟାଚ ମୁମ୍ବାଇର…

ଆଜି ଆଇପିଏଲରେ ମୁହାଁମୁହିଁ ହେବେ କୋଲକତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ

ଆଇପିଏଲ୍‌ ସିଜିନର ଆଜିର ମ୍ୟାଚ ମୁକାବିଲାରେ ମୁହାଁମୁହିଁ ହେବେ କୋଲକାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ । ରୟାଲ୍ସ ତା’ର ଶେଷ ୨ଟି ମ୍ୟାଚ୍ ଏବଂ ନାଇଟ୍ ରାଇଡର୍ସ କ୍ରମାନ୍ୱୟରେ ୩ଟି ମ୍ୟାଚରେ ପରାଜିତ ହୋଇଛି । ଉଭୟ ଦଳ ଏହି ମ୍ୟାଚ୍ ଜରିଆରେ ବିଜୟଧାରାକୁ ଫେରିବା ପାଇଁ ପ୍ରସ୍ତୁତି…

ରାଜସ୍ଥାନକୁ ହରାଇ ଆଇପିଏଲରୁ ବିଦା କଲା କୋଲକତା, ୬୦ ରନରେ ଜିତିଲା କୋଲକତା

ରବିବାର ରାତି ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ରାଜସ୍ଥାନ ରୟାଲ୍ସକୁ ଆଇପିଏଲ୍ ଲିଗରୁ ବିଦା କରିଛି। କେକେଆର୍ ୧୯୨ ରନର କଷ୍ଟକର ବିଜୟ ଲକ୍ଷ୍ୟ ଦେବା ପରେ ବ୍ୟାଟିଂକ୍ରମକୁ ଶେଷ ପର୍ଯ୍ୟନ୍ତ ସଜାଡ଼ି ପାରିନଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ମାତ୍ର ୧୩୧…