Below header
Browsing Tag

koraput case

କୋରାପୁଟ: ପୋଲିସକୁ ଆକ୍ରମଣ ଘଟଣା, ୭ଜଣଙ୍କୁ ଗିରଫ କଲା କାକିରିଗୁମା ପୋଲିସ୍‌

କୋରାପୁଟ(କେ ନ୍ୟୁଜ): କୋରାପୁଟ କାକିରିଗୁମା ଥାନା ପୋଲିସକୁ ଆକ୍ରମଣ ଘଟଣା । ୭ଜଣଙ୍କୁ ଗିରଫ କଲା କାକିରିଗୁମା ପୋଲିସ୍‌ । ଗତକାଲି କାକିରିଗୁମା- ଦାମନଯୋଡି ରାସ୍ତାର ବାରିଗାଁ ନିକଟରେ ଟିପ୍ପର ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ…

ପୁଣି ଦେବଦୂତ ସାଜିଲେ ଡାକ୍ତର, କରୋନା ସଂକ୍ରମିତ ଗର୍ଭବତୀଙ୍କ ପ୍ରସୂତି କଲେ ପାଞ୍ଚ ଜଣିଆ ଡାକ୍ତରୀ ଦଳ

ଜୟପୁର: କୋଭିଡ ଭାଇରସ ଭଳି କଠିନ ପରିସ୍ଥିତିରେ ଦିନରାତି ଅହରହ ପରିଶ୍ରମ କରଛନ୍ତି ଡାକ୍ତର । ଯାହାଙ୍କୁ କରୋନା ଯୋଦ୍ଧା ଆଖ୍ୟା ମଧ୍ୟ ଦିଆଯାଇଛି । ନିଜ ଅହରହ ଚେଷ୍ଟାରେ ରୋଗୀଙ୍କୁ ନୂଆ ଜୀବନ ଦେଇ ପାରୁଛନ୍ତି ଏହି ଦେବଦୂତ ଡାକ୍ତର ମାନେ । ଏମିତି ଏକ ପରିସ୍ଥିତିରେ କୋରାପୁଟରେ ଘଟିଥିବା ଏକ…